କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପିସିସି ସଭାପତିଙ୍କ ଫଟୋରେ ଲଗାଇଲେ ନିଆଁ
ଜୟପୁର, 23 ଜୁଲାଇ (ହି.ସ.) କଂଗ୍ରେସ ଦଳ ନାରି ସୁରକ୍ଷା ଉପରେ ଯେଉଁ ଡ୍ରାମା କରୁଛନ୍ତି ତାହା ପ୍ରଦାଫାସ ହୋଇଛି । ଜଣେ ଯୁବତିକୁ ଛାତ୍ର କଂଗ୍ରେସ ଯୁବ ସଭାପତି ଉଦିତ ପ୍ରଧାନ ଜଣେ ଯୁବତିତୁ ନିଶା ଦ୍ରବ୍ୟ ଦେଇ ବଳାତ୍କାର କରିଥିଲେ । ଏନେଇ ଯୁବତି ଜଣତ ଥାନାରେ ଅଭିଯୋଗ କରିବାରୁ ପୋଲିସ ମାମଲା
କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପିସିସି ସଭାପତିଙ୍କ  ଫଟୋରେ ଲଗାଇଲେ ନିଆଁ


ଜୟପୁର, 23 ଜୁଲାଇ (ହି.ସ.) କଂଗ୍ରେସ ଦଳ ନାରି ସୁରକ୍ଷା ଉପରେ ଯେଉଁ ଡ୍ରାମା କରୁଛନ୍ତି ତାହା ପ୍ରଦାଫାସ ହୋଇଛି । ଜଣେ ଯୁବତିକୁ ଛାତ୍ର କଂଗ୍ରେସ ଯୁବ ସଭାପତି ଉଦିତ ପ୍ରଧାନ ଜଣେ ଯୁବତିତୁ ନିଶା ଦ୍ରବ୍ୟ ଦେଇ ବଳାତ୍କାର କରିଥିଲେ । ଏନେଇ ଯୁବତି ଜଣତ ଥାନାରେ ଅଭିଯୋଗ କରିବାରୁ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଛାତ୍ର କଂଗ୍ରେସର ସଭାପତି କାଯ୍ୟ କଳାପକୁ ବିରୋଧ କରି ଆଜି ଏହା କୁ ବିଜେପି ବିରୋଧ କରି ଜୟପୁର ମଣ୍ଡଳ ସଭାପତି ମନୋଜ କୁମାରସୋ ମହାନ୍ତି ଙ୍କ ନେତ୍‌ୃତ୍ୱେର ବିଜେପି ନେତା ଓ କର୍ମି ମାନେ ଆଜି ଜୟପୁର ରଜାନହର ଠାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପିସିସି ସଭାପତି ଭକ୍ତଦାସ ଓ ପୁବତନ ଛାତ୍ର ଯୁବ ସଭାପତି ଉଦିତ ପ୍ରଧାନଙ୍କ ଆଜି ଫଟୋ ରେ ନିଆଁ ଲଗାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande