ବଜ୍ରପାତରେ ଗୋପାଳଙ୍କ ମୃତ୍ୟୁ
ଗଞାମ, ୨୩ ଜୁଲାଇ (ହି.ସ.) - ଭଞ୍ଜନଗର ଦଦରଲୁଣ୍ଡି ଗାଁରେ ଗାଇଚରାଉଥିବା ବେଳେ ଆଜି ଅପରାହ୍ନରେ ବଜ୍ରପାତ ହୋଇ ଗୋପାଳ ବସନ୍ତ ଗୌଡଙ୍କ ମୃତ୍ୟୁ ଘଟିଛି। ହିନ୍ଦୁସ୍ଥାନ ସମାଚାର/ହୃଷିକେଶ/ଭାନୁ
ବଜ୍ରପାତରେ ଗୋପାଳଙ୍କ ମୃତ୍ୟୁ


ଗଞାମ, ୨୩ ଜୁଲାଇ (ହି.ସ.) - ଭଞ୍ଜନଗର ଦଦରଲୁଣ୍ଡି ଗାଁରେ ଗାଇଚରାଉଥିବା ବେଳେ ଆଜି ଅପରାହ୍ନରେ ବଜ୍ରପାତ ହୋଇ ଗୋପାଳ ବସନ୍ତ ଗୌଡଙ୍କ ମୃତ୍ୟୁ ଘଟିଛି।

ହିନ୍ଦୁସ୍ଥାନ ସମାଚାର/ହୃଷିକେଶ/ଭାନୁ

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande