କେନ୍ଦୁଝରଗଡ ପୌରପାଳିକାରେ ସହଯୋଗ ଅଭିଯାନ ନେଇ ସଚେତନତା ଶିବିର
କେନ୍ଦୁଝର, ୨୩ ଜୁଲାଇ (ହି.ସ.) - ଆଜି ସ୍ଥାନୀୟ ସେଲ ଅଡିଟୋରିୟମ ରେ କେନ୍ଦୁଝରଗଡ ପୌରପାଳିକାର ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ସହଯୋଗ ଅଭିଯାନ ଦ୍ୱାରା ପୌରପାଳିକା ଗୁଡ଼ିକରେ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଯୋଜନା ଗୁଡ଼ିକୁ ସଠିକ କାର୍ଯ୍ୟକାରିତା ନେଇ ବିଶଦ ଆଲୋଚନା ହେଇଥିଲା।
କେନ୍ଦୁଝରଗଡ ପୌରପାଳିକାରେ ସହଯୋଗ ଅଭିଯାନ ନେଇ ସଚେତନତା ଶିବିର


କେନ୍ଦୁଝର, ୨୩ ଜୁଲାଇ (ହି.ସ.) - ଆଜି ସ୍ଥାନୀୟ ସେଲ ଅଡିଟୋରିୟମ ରେ କେନ୍ଦୁଝରଗଡ ପୌରପାଳିକାର ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ସହଯୋଗ ଅଭିଯାନ ଦ୍ୱାରା ପୌରପାଳିକା ଗୁଡ଼ିକରେ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଯୋଜନା ଗୁଡ଼ିକୁ ସଠିକ କାର୍ଯ୍ୟକାରିତା ନେଇ ବିଶଦ ଆଲୋଚନା ହେଇଥିଲା। ଏହି ଶିବିରରେ ପୌରପାଳିକାର ସମସ୍ତ କାଉନସିଲର, ଅଧିକାରୀ, କର୍ମଚାରୀଙ୍କ ସହ ବହୁ ହିତାଧିକାରୀ ଯୋଗ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ଭାନୁ

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande