କେନ୍ଦୁଝର, ୨୩ ଜୁଲାଇ (ହି.ସ.) - ଆଜି ସ୍ଥାନୀୟ ମଣ୍ଡୁଆ ଠାରେ ଜିଲ୍ଲା ସାଉଁତି ସମାଜର ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂର୍ବତନ ବିଧାୟକ ସବର୍ଣ୍ଣ ନାୟକ, ବିଜେପି ନେତା ରାଜୁ ନାୟକ ଙ୍କ ସହ ବହୁ ସାଉଁତି ସମାଜର ସଦସ୍ୟ ଯୋଗ ଦେଇଥିଲେ। ଏହି ଗୃହ ସମାଜର ସାଂସ୍କୃତିକ ଓ ସାମାଜିକ କାର?୍ୟ୍ୟ ପାଇଁ ବେଶ ଲାଭ ଦାୟକ ହେବବୋଲି ସମାଜର ସଦସ୍ୟ ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ଭାନୁ
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA