ନୃପରାଜ ସାହୁ ହେଲେ ସୁବର୍ଣ୍ଣପୁର ଜିଲ୍ଲାପାଳ
ବଲାଙ୍ଗୀର, ୨୩ ଜୁଲାଇ(ହି.ସ.) – ରାଜ୍ୟ ସରକାର ବରିଷ୍ଠ ଆଇଏଏସ୍‌ଙ୍କୁ ଅଦଳବଦଳ କରିଛନ୍ତି ଗତକାଲି। ସୁବର୍ଣ୍ଣପୁର ଜିଲ୍ଲାପାଳ ଥିବା ଅନ୍ୟା ଦାସ( ଆଇଏଏସ୍‌)ଙ୍କୁ ଡେପୁଟି ସେକ୍ରେଟାରୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ବଦଳି କରାଯାଇଥିବାବେଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ରେଜିଷ୍ଟ୍ରାର ଥିବା ନୃ
ନୃପରାଜ ସାହୁ ହେଲେ ସୁବର୍ଣ୍ଣପୁର ଜିଲ୍ଲାପାଳ


ନୃପରାଜ ସାହୁ ହେଲେ ସୁବର୍ଣ୍ଣପୁର ଜିଲ୍ଲାପାଳ


ବଲାଙ୍ଗୀର, ୨୩ ଜୁଲାଇ(ହି.ସ.) – ରାଜ୍ୟ ସରକାର ବରିଷ୍ଠ ଆଇଏଏସ୍‌ଙ୍କୁ ଅଦଳବଦଳ କରିଛନ୍ତି ଗତକାଲି। ସୁବର୍ଣ୍ଣପୁର ଜିଲ୍ଲାପାଳ ଥିବା ଅନ୍ୟା ଦାସ( ଆଇଏଏସ୍‌)ଙ୍କୁ ଡେପୁଟି ସେକ୍ରେଟାରୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ବଦଳି କରାଯାଇଥିବାବେଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ରେଜିଷ୍ଟ୍ରାର ଥିବା ନୃପରାଜ ସାହୁ ଓଏଏସ୍‌(ଏସ୍‌ଏସ୍‌)ଙ୍କୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଭାବରେ ନିଯୁକ୍ତି ଦିଆଯାଇଛି ସେ ଏହି ପଦରେ ଯୋଗଦେବେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande