କ୍ରାନ୍ତିକାରୀ ଚନ୍ଦ୍ର ଶେଖର ଆଜାଦଙ୍କ ସ୍ମରଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 23 ଜୁଲାଇ (ହି.ସ.)- କ୍ରାନ୍ତିକାରୀ ଚନ୍ଦ୍ର ଶେଖର ଆଜାଦଙ୍କ ସ୍ମୃତିଚାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାନ ସ୍ୱାଧୀନତା ସଂଗ୍ରାମୀ, କ୍ରାନ୍ତିକାରୀ ଚନ୍ଦ୍ର ଶେଖର ଆଜାଦଙ୍କ ଜୟନ୍ତୀରେ ବ
କ୍ରାନ୍ତିକାରୀ ଚନ୍ଦ୍ର     ଶେଖର ଆଜାଦଙ୍କ ସ୍ମରଣ କଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 23 ଜୁଲାଇ (ହି.ସ.)- କ୍ରାନ୍ତିକାରୀ

ଚନ୍ଦ୍ର ଶେଖର ଆଜାଦଙ୍କ ସ୍ମୃତିଚାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ

ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାନ ସ୍ୱାଧୀନତା ସଂଗ୍ରାମୀ, କ୍ରାନ୍ତିକାରୀ ଚନ୍ଦ୍ର ଶେଖର ଆଜାଦଙ୍କ ଜୟନ୍ତୀରେ ବିନମ୍ର ପ୍ରଣାମ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande