ଦାମପୁରରେ ଝାଡ଼ାବାନ୍ତି ମୃତ୍ୟୁ ସଂଖ୍ୟା ତିନିକୁ ବୃଦ୍ଧି
ଗଂଜାମ, 23 ଜୁଲାଇ (ହି.ସ.) ସାନଖେମୁଣ୍ଡି ବ୍ଲକ ଦାମପୁରରେ ଝାଡାବାନ୍ତି ରୋଗରେ ମୃତ୍ୟୁ ବରଣ କରିଥିବା ବେଳେ ଆହୁରି 5ଜଣ ଗୁରୁତର ଝାଡାବାନ୍ତି ରୋଗୀଙ୍କୁ ଚିକିତ୍ସା ପାଇଁ ଦିଗପହଣ୍ଡି ହସପିଟାଲରେ ଭର୍ତ୍ତି କରାଯାଇଛି। ଏମାନଙ୍କ ମଧ୍ୟରୁ ଜଣଙ୍କୁ ବ୍ରହ୍ମପୁର ବଡଡାକ୍ତରଖାନାକୁ ଅଧିକ ଚିକିତ୍ସା ପା
ଦାମପୁରରେ ଝାଡ଼ାବାନ୍ତି ମୃତ୍ୟୁ ସଂଖ୍ୟା ତିନିକୁ ବୃଦ୍ଧି


ଗଂଜାମ, 23 ଜୁଲାଇ (ହି.ସ.)

ସାନଖେମୁଣ୍ଡି ବ୍ଲକ ଦାମପୁରରେ ଝାଡାବାନ୍ତି ରୋଗରେ ମୃତ୍ୟୁ ବରଣ କରିଥିବା ବେଳେ ଆହୁରି 5ଜଣ ଗୁରୁତର ଝାଡାବାନ୍ତି ରୋଗୀଙ୍କୁ ଚିକିତ୍ସା ପାଇଁ ଦିଗପହଣ୍ଡି ହସପିଟାଲରେ ଭର୍ତ୍ତି କରାଯାଇଛି। ଏମାନଙ୍କ ମଧ୍ୟରୁ ଜଣଙ୍କୁ ବ୍ରହ୍ମପୁର ବଡଡାକ୍ତରଖାନାକୁ ଅଧିକ ଚିକିତ୍ସା ପାଇଁ ପଠାଯାଇଛି । ଦୂଷିତ ପାଣି ବ୍ୟବହାର ଯୋଗୁଁ ଝାଡାବାନ୍ତି ବ୍ୟାପି ଥିବା ଜଣାପଡିଛି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande