ପୁରୀ, 23 ଜୁଲାଇ (ହି.ସ.)
ଆସନ୍ତାକାଲି ଗୁରୁବାର ୨୪ ତାରିଖ ଶ୍ରାବଣ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହ ମାନଙ୍କର ଚିତାଲାଗି ନିତୀ ଅନୁଷ୍ଠିତ ହେବ| ପ୍ରଥମ ଭୋଗ ମଣ୍ଡପ ଶେଷ ହେବା ପରେ ୨.୩୦ ମି. ଠାରୁ ସନ୍ଧ୍ୟା ଘ୬.୩୦ ମିନିଟ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି| ସ୍ନାନ ପୂର୍ଣ୍ଣମୀ ଦିନ ଶ୍ରୀବିଗ୍ରହଙ୍କ ମସ୍ତକରୁ ଚିତା ଉଲାଗି ହୋଇଥିଲା|
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ