ଶେରଗଡ଼ ବ୍ଳକରେ ପ୍ରଥମ ମହିଳା ବିଡ଼ିଓଙ୍କ ନିଯୁକ୍ତି
ଗଂଜାମ, 23 ଜୁଲାଇ (ହି.ସ.) ଗଂଜାମ ଜିଲା ଶେରଗଡ ବ୍ଲକରେ ପ୍ରଥମ ଥର ପାଇଁ ଜଣେ ମହିଳା ତୃପ୍ତିମୟୀ ଜେନା ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ)ରୂପେ ଯୋଗ ଦେଇ ଥିବାରୁ ଶେରଗଡ ଅଂଚଳରେ ଆନନ୍ଦର ବାତାବରଣ ସୃଷ୍ଟି ହୋଇଛି ।ଏହି ଅବସରରେ ବ୍ଲକର ଅଫିସର କର୍ମଚାରୀ, ପଂଚାୟତ ପ୍ରତିନିଧି ଓ ଶେରଗଡ ମିଡିଆ
ଶେରଗଡ଼ ବ୍ଳକରେ ପ୍ରଥମ ମହିଳା ବିଡ଼ିଓଙ୍କ ନିଯୁକ୍ତି


ଗଂଜାମ, 23 ଜୁଲାଇ (ହି.ସ.) ଗଂଜାମ ଜିଲା ଶେରଗଡ ବ୍ଲକରେ ପ୍ରଥମ ଥର ପାଇଁ ଜଣେ ମହିଳା

ତୃପ୍ତିମୟୀ ଜେନା ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ)ରୂପେ ଯୋଗ ଦେଇ ଥିବାରୁ ଶେରଗଡ ଅଂଚଳରେ ଆନନ୍ଦର ବାତାବରଣ ସୃଷ୍ଟି ହୋଇଛି ।ଏହି ଅବସରରେ ବ୍ଲକର ଅଫିସର କର୍ମଚାରୀ, ପଂଚାୟତ ପ୍ରତିନିଧି ଓ ଶେରଗଡ ମିଡିଆ ହାଉସର କର୍ମକର୍ତ୍ତା ଓ ସଦସ୍ୟ ମାନେ ବିଡିଓ ଜେନାଙ୍କୁ ସାକ୍ଷାତକରି ସ୍ୱାଗତ ଜଣାଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande