ଭୁବନେଶ୍ୱର, 23 ଜୁଲାଇ (ହି.ସ.)- ସିବିଏସଇ ଭଳି
ରାଜ୍ୟର ସବୁ ସ୍କୁଲରେ ଲାଗିବ ସିସିଟିଭି କ୍ୟାମେରା। ଛାତ୍ରୀଙ୍କ ସୁରକ୍ଷା ପାଇଁ ବିଦ୍ୟାଳୟ ଓ
ଗଣଶିକ୍ଷା ବିଭାଗ ପଦକ୍ଷେପ ନେବାକୁ ବିଚାର ବିମର୍ଶ ଚାଲିଛି ଓ ଏନେଇ ସରକାର ଅନେକ ପଦକ୍ଷେପ
ନେଉଛନ୍ତି ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା