ରାଜଧାନୀରୁ ମାରାତ୍ମକ ସିନ୍ଥେଟିକ୍ ଡ୍ରଗ୍ସ ଠାବ
ଭୁବନେଶ୍ୱର, ୨୩ ଜୁଲାଇ (ହି.ସ)- ରାଜଧାନୀରୁ ମାରାତ୍ମକ ସିନ୍ଥେଟିକ୍ ଡ୍ରଗ୍ସ ଠାବ ହୋଇଛି। ଏହି ମାମଲାରେ ଜଣେ ୨୩ ବର୍ଷୀୟ ଇଂଜିନିୟରିଂ ଛାତ୍ରଙ୍କୁ ଗିରଫ କରିଛି ନାର୍କୋଟିକସ୍ କେଂଟ୍ରାଲ ବ୍ୟୁରୋ ବା ଏନସିବି। ଗିରଫ ଅଭିଯୁକ୍ତ ହେଲେ ଆର୍ଯ୍ୟମାନ ପଟ୍ଟନାୟକ। ସେ ନୋଏଡାରୁ ଇଞ୍ଜିନିୟରିଂ ପାସ କରିଥିବା ଏନସ
ରାଜଧାନୀରୁ ମାରାତ୍ମକ ସିନ୍ଥେଟିକ୍ ଡ୍ରଗ୍ସ ଠାବ


ଭୁବନେଶ୍ୱର, ୨୩ ଜୁଲାଇ (ହି.ସ)- ରାଜଧାନୀରୁ ମାରାତ୍ମକ ସିନ୍ଥେଟିକ୍ ଡ୍ରଗ୍ସ ଠାବ ହୋଇଛି। ଏହି ମାମଲାରେ ଜଣେ ୨୩ ବର୍ଷୀୟ ଇଂଜିନିୟରିଂ ଛାତ୍ରଙ୍କୁ ଗିରଫ କରିଛି ନାର୍କୋଟିକସ୍ କେଂଟ୍ରାଲ ବ୍ୟୁରୋ ବା ଏନସିବି। ଗିରଫ ଅଭିଯୁକ୍ତ ହେଲେ ଆର୍ଯ୍ୟମାନ ପଟ୍ଟନାୟକ। ସେ ନୋଏଡାରୁ ଇଞ୍ଜିନିୟରିଂ ପାସ କରିଥିବା ଏନସିବି ସୂଚନା ଦେଇଛି। ତାଙ୍କ ପାଖକୁ ଏହି ପାର୍ସଲ ଆସିଥିବା ଖବର ମିଳିବା ପରେ ଏନସିବି ଚଢାଉ କରିଥିଲା। ଏହି ହାଇ ପ୍ରୋଫାଇଲ ଡ୍ରଗ୍ସ ବିଦେଶରେ ବ୍ୟବହାର ହୁଏ । ଓଡ଼ିଶାରେ ପ୍ରଥମ ଥର ଏଭଳି ମାମଲା ସାମ୍ନାକୁ ଆସିଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande