ଭିଜିଲାନ୍ସ ଜାଲରେ ବିଏମସି କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ
ଭୁବନେଶ୍ୱର, 23 ଜୁଲାଇ (ହି.ସ.) - ଭିଜିଲାନ୍ସ ଜାଲରେ ବିଏମସି କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ । ଆୟ ବହିର୍ଭୁତ ସଂପତି ଠୁଳ କରିବା ଅଭିଯୋଗରେ ଭୁବନେଶ୍ୱର ବିଏମସିର କାର୍ଯ୍ୟନିର୍ବାହୀ ଇଂଜିନିୟର ଜଗନ୍ନାଥ ପଟ୍ଟନାୟକ । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ୪ଟି ସ୍ଥାନର
ଭିଜିଲାନ୍ସ ଜାଲରେ ବିଏମସି     କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ


ଭୁବନେଶ୍ୱର, 23 ଜୁଲାଇ (ହି.ସ.) - ଭିଜିଲାନ୍ସ

ଜାଲରେ ବିଏମସି କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ । ଆୟ ବହିର୍ଭୁତ ସଂପତି ଠୁଳ କରିବା ଅଭିଯୋଗରେ

ଭୁବନେଶ୍ୱର ବିଏମସିର କାର୍ଯ୍ୟନିର୍ବାହୀ ଇଂଜିନିୟର ଜଗନ୍ନାଥ ପଟ୍ଟନାୟକ । ଆୟ ବହିର୍ଭୁତ

ସଂପତ୍ତି ଠୁଳ ଅଭିଯୋଗରେ ୪ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ଭୁବନେଶ୍ୱର ବଡ଼ଗଡ଼

ବାସଭବନରେ ଭିଜିଲାନ୍ସ ଚଢାଉ ଜାରି ରଖିଛି । ଭୁବନେଶ୍ୱର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ

ୱାରେଂଟ ବଳରେ ଭୁବନେଶ୍ୱର ଓ ଗୁଣୁପୁରର 4ଟି ସ୍ଥାନରେ ଏକସଙ୍ଗରେ ଚଢାଉ କରାଯାଇଛି । ଏହି ରେଡ୍‌ରେ

6ଜଣ ଡିଏସପି, 10 ଇନସପେକ୍ଟର ଓ ଅନ୍ୟ ସହଯୋଗୀ ଷ୍ଟାଫ୍ ମାନେ ସାମିଲ ଅଛନ୍ତି ।

ଭୁବନେଶ୍ୱର, ଖୋର୍ଦ୍ଧା,

ରାୟଗଡା ବାସଭବନ ସହିତ ଭୁବନେଶ୍ୱର ସ୍ଥିତ ବିଏମସି କାର୍ଯ୍ୟାଳୟରେ ରେଡ୍ ଜାରି ରହିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande