ମହିଳା ସୁରକ୍ଷା ନେଇ ଥାନା ଓ ଏସପି ଅଫିସ ଘେରାଉ କରିବ ବିଜେଡି
ଭୁବନେଶ୍ୱର, 29 ଜୁଲାଇ (ହି.ସ.)- ଆସନ୍ତା ୧ତାରିଖରୁ ୭ତାରିଖ ଯାଏଁ ମହିଳା ଓ ଛାତ୍ରୀ ସୁରକ୍ଷାକୁ ନେଇ ଥାନା ଓ ଏସପି ଅଫିସ ଘେରାଉ କରିବ ବିଜେଡି । ଛାତ୍ର ଓ ଯୁବ ବିଜେଡି ଘେରାଉ ନେଇ ଡାକରା ଦେଇଛି । ସୌମ୍ୟାଶ୍ରୀ ଓ ବଳଙ୍ଗା ଘଟଣାରେ ମାଗିବେ ନ୍ୟାୟ । ଏନେଇ ବିଧାୟକ ବ୍
ମହିଳା ସୁରକ୍ଷା ନେଇ ଥାନା     ଓ ଏସପି ଅଫିସ ଘେରାଉ କରିବ ବିଜେଡି


ଭୁବନେଶ୍ୱର, 29 ଜୁଲାଇ (ହି.ସ.)- ଆସନ୍ତା

୧ତାରିଖରୁ ୭ତାରିଖ ଯାଏଁ ମହିଳା ଓ ଛାତ୍ରୀ

ସୁରକ୍ଷାକୁ ନେଇ ଥାନା ଓ ଏସପି ଅଫିସ ଘେରାଉ କରିବ ବିଜେଡି । ଛାତ୍ର ଓ ଯୁବ ବିଜେଡି ଘେରାଉ ନେଇ

ଡାକରା ଦେଇଛି । ସୌମ୍ୟାଶ୍ରୀ ଓ ବଳଙ୍ଗା ଘଟଣାରେ ମାଗିବେ ନ୍ୟାୟ । ଏନେଇ ବିଧାୟକ ବ୍ୟୋମକେଶ ରାୟ

ଓ ଦେବୀରଞ୍ଜନ ତ୍ରିପାଠୀ ସୂଚନା ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande