ଦେଓଘର ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 29 ଜୁଲାଇ (ହି.ସ.)- ଝାରଖଣ୍ଡର ଦେଓଘରରେ କାଉଡିଆମାନଙ୍କ ବସ୍ ଦୁର୍ଘଟଣାରେ ଅନେକ କାଉଡିଆଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ,କ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,ଝାରଖଣ
ଦେଓଘର ଦୁର୍ଘଟଣାକୁ ନେଇ     ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 29 ଜୁଲାଇ (ହି.ସ.)- ଝାରଖଣ୍ଡର ଦେଓଘରରେ

କାଉଡିଆମାନଙ୍କ ବସ୍ ଦୁର୍ଘଟଣାରେ ଅନେକ କାଉଡିଆଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ,କ ବାର୍ତ୍ତାରେ

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,ଝାରଖଣ୍ଡର ଦେଓଘରରେ ଘଟିଥିବା ଏହି ଦୁଃଖଦ ଦୁର୍ଘଟଣାରେ କାଉଡିଆଙ୍କ

ମୃତ୍ୟୁ ଖବର ଶୁଣି ମୁଁ ଗଭୀର ଦୁଃଖିତ। ଶୋକସନ୍ତପ୍ତ ପରିବାରମାନଙ୍କୁ ମୁଁ ହୃଦୟରୁ ଶୋକ ସମବେଦନା

ଜଣାଉଛି । ମହାପ୍ରଭୁ ଜଗନ୍ନାଥ ଓ ବାବା ବୈଦ୍ୟନାଥ ପ୍ରଭୁ ବିଦିତ ଆତ୍ମାମାନଙ୍କୁ ଶାଶ୍ୱତ ଶାନ୍ତି

ଦିଅନ୍ତୁ,

ତାଙ୍କର ପରିବାରମାନେ ଏହି ଦୁଃଖ ସହିବା ପାଇଁ ଶକ୍ତି ପାଆନ୍ତୁ ଓ

ଆହତମାନଙ୍କ ଶୀଘ୍ର ଓ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୁଅନ୍ତୁ, ଏହାହିଁ କାମନା କରୁଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande