ଭୁବନେଶ୍ୱର, 29 ଜୁଲାଇ (ହି.ସ.)
- ଅସାମାଜିକଙ୍କୁ
ସାବାଡ ପାଇଁ ଉତ୍ତରପ୍ରଦେଶ ଭଳି ଓଡ଼ିଶାରେ ଆସିବ କଡ଼ା ଆଇନ। ସରକାର ବିଚାର ବିମର୍ଶ କରୁଛନ୍ତି
। ବିଧାନସଭାରେ ଏ ନେଇ ବିଲ ଆଣି ଆଇନ ପାରିତ କରାଯିବ । ଓଡ଼ିଶାରେ ଏଭଳି ଆଇନ ଆସିବା ଆବଶ୍ୟକ
ରହିଛି। ଉପବାଚସ୍ପତି ଭବାନୀ ଭୋଇ ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିବା ବେଳେ ସମର୍ଥନ
ଜଣାଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା