ଭୁବନେଶ୍ୱର ଏୟାରପୋର୍ଟରୁ ୩୦ କୋଟିର ମାରିଜୁଆନା ଜବତ
ଭୁବନେଶ୍ୱର, 29 ଜୁଲାଇ (ହି.ସ.)- ଭୁବନେଶ୍ୱର ଏୟାରପୋର୍ଟରୁ ମିଳିଲା ହାଇଡ୍ରୋଫୋନିକ ଉଇଡ ବା ମାରିଜୁଆନା । ବ୍ୟାଙ୍କକରୁ ଭୁବନେଶ୍ୱର ଆସୁଥିବା ବେଳେ, ମାଡ଼ି ବସିଲା କଷ୍ଟମ ବିଭାଗ । ଏହି ଘଟଣାରେ ୩ ଜଣକୁ ଅଟକ ରଖି, ଘାଣ୍ଟୁଛି କଷ୍ଟମ ବିଭାଗ । ଏହାର ବଜାର ମୂଲ୍ୟ
ଭୁବନେଶ୍ୱର ଏୟାରପୋର୍ଟରୁ     ୩୦ କୋଟିର ମାରିଜୁଆନା ଜବତ


ଭୁବନେଶ୍ୱର, 29 ଜୁଲାଇ (ହି.ସ.)- ଭୁବନେଶ୍ୱର

ଏୟାରପୋର୍ଟରୁ ମିଳିଲା ହାଇଡ୍ରୋଫୋନିକ ଉଇଡ ବା ମାରିଜୁଆନା । ବ୍ୟାଙ୍କକରୁ ଭୁବନେଶ୍ୱର ଆସୁଥିବା

ବେଳେ, ମାଡ଼ି ବସିଲା କଷ୍ଟମ ବିଭାଗ । ଏହି ଘଟଣାରେ ୩

ଜଣକୁ ଅଟକ ରଖି, ଘାଣ୍ଟୁଛି କଷ୍ଟମ ବିଭାଗ । ଏହାର ବଜାର ମୂଲ୍ୟ

କିଲୋପିଛା ୧ କୋଟି । ୩ ଟି ବ୍ୟାଗ ଭର୍ତି ଥିବା ହାଇଡ୍ରୋଫୋନିକ ୩୦ କୋଟିରୁ ଅଧିକ ହେବ ବୋଲି

ଅନୁମାନ କରୁଛି କଷ୍ଟମ ବିଭାଗ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande