ବିଏମସି କର୍ପୋରେସନ ବୈଠକ ଆରମ୍ଭ
ଭୁବନେଶ୍ୱର, 30 ଜୁଲାଇ (ହି.ସ.) - ଆରମ୍ଭ ହେଲା ବିଏମସି କର୍ପୋରେସନ ବୈଠକ। ସହରର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଯୋଜନା, ବିଭିନ୍ନ ସମସ୍ୟା ଉପରେ ବୈଠକରେ ଆଲୋଚନା ହେବ। ମେୟର, ଏକାମ୍ର ବିଧାୟକ, ନୂଆ କମିଶନର ଚଞ୍ଚଳ ରାଣାଙ୍କ ସହ କର୍ପୋରେଟର ଯୋଗେ ଦେଇଛନ୍ତି। ଆଜି ମୁଖ୍ୟତଃ
ବିଏମସି କର୍ପୋରେସନ ବୈଠକ     ଆରମ୍ଭ


ଭୁବନେଶ୍ୱର, 30 ଜୁଲାଇ (ହି.ସ.)

- ଆରମ୍ଭ ହେଲା ବିଏମସି କର୍ପୋରେସନ ବୈଠକ। ସହରର ବିଭିନ୍ନ ଉନ୍ନୟନ ମୂଳକ

କାର୍ଯ୍ୟ ଯୋଜନା, ବିଭିନ୍ନ ସମସ୍ୟା ଉପରେ

ବୈଠକରେ ଆଲୋଚନା ହେବ। ମେୟର, ଏକାମ୍ର

ବିଧାୟକ, ନୂଆ କମିଶନର ଚଞ୍ଚଳ ରାଣାଙ୍କ

ସହ କର୍ପୋରେଟର ଯୋଗେ ଦେଇଛନ୍ତି। ଆଜି ମୁଖ୍ୟତଃ

ସାନିଟାରୀ ଇନ୍ସପେକ୍ଟରଙ୍କ ବଦଳି, ଡ୍ରେନଜ, ପରିମଳ ,ଆଲୋକୀକରଣ, ଗିରଫଦାରୀ ବଦଳି ଓ

ଭିଜିଲାନ୍ସ ଜାଲରେ ବିଏମସି ଯନ୍ତ୍ରୀ ଧରାପଡ଼ିବା ଭଳି ବିଭିନ୍ନ ପ୍ରସଙ୍ଗ କର୍ପୋରେସନ ବୈଠକରେ

ଉଠିପାରେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande