ଭୁବନେଶ୍ୱର, 30 ଜୁଲାଇ (ହି.ସ.)
ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଯୋଗଦାନ ଦେବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆହ୍ୱାନ
- ଡେଙ୍ଗୁ ରୋଗର ନିୟନ୍ତ୍ରଣ ଓ ନିରାକରଣ ସହ ଲୋକଙ୍କୁ ସଚେତନ କରାଇବା ପାଇଁ
ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ପଦକ୍ଷେପ ନିଆଯାଇଛି । ବିଏମସିର କର୍ମୀ, ସ୍ଵେଚ୍ଛାସେବୀଙ୍କ ପ୍ରୟାସ ପାଇଁ ଅଶେଷ ଧନ୍ୟବାଦ ଜଣାଇଛନ୍ତି
ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ।
ମନ୍ତ୍ରୀ କହିଛନ୍ତି ଯେ, ଆସନ୍ତୁ ଆମେ ସମସ୍ତେ ନିଜ ନିଜର ଆଖପାଖ ପରିବେଶକୁ ସ୍ବଚ୍ଛ ରଖିବା, ଅଧିକ ସଚେତନ ହେବା ଏବଂ ଡେଙ୍ଗୁ ନିୟନ୍ତ୍ରଣରେ ନିଜର ଯୋଗଦାନ ଦେବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା