ଗୋପାଳ ସମାଜର ନନ୍ଦ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ
ଜୟପୁର, ୩୦ ଜୁଲାଇ (ହି.ସ.) - କୋରାପୁଟ ଜିଲା ଷୋହଳଖଣ୍ଡ ଗୋପାଳ ସମାଜ ଜୟପୁର ର ସଭାପତି ପରମେଶ୍ୱର ପାତ୍ରଙ୍କ ଆହ୍ୱାନ କ୍ରମେ ଯାଦବ ଭବନ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଛି । ଏହି ପ୍ରସ୍ତୁତି ବୈଠକରେ ଜିଲା ମହିଳା ସଭାପତି କବିତା ମହାଙ୍କୁଡ, ଡାକ୍ତର ସୁଦର୍ଶନ ଗୌଡ, ଉପଦେଷ୍ଟା ଭାସ୍କର ଗୌଡ,
ଗୋପାଳ ସମାଜର ନନ୍ଦ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ


ଜୟପୁର, ୩୦ ଜୁଲାଇ (ହି.ସ.) - କୋରାପୁଟ ଜିଲା ଷୋହଳଖଣ୍ଡ ଗୋପାଳ ସମାଜ ଜୟପୁର ର ସଭାପତି ପରମେଶ୍ୱର ପାତ୍ରଙ୍କ ଆହ୍ୱାନ କ୍ରମେ ଯାଦବ ଭବନ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଛି । ଏହି ପ୍ରସ୍ତୁତି ବୈଠକରେ ଜିଲା ମହିଳା ସଭାପତି କବିତା ମହାଙ୍କୁଡ, ଡାକ୍ତର ସୁଦର୍ଶନ ଗୌଡ, ଉପଦେଷ୍ଟା ଭାସ୍କର ଗୌଡ, ନାରାୟଣ ଗୌଡ, ବିଜୟ ଗୌଡ, ରାମ ଚନ୍ଦ୍ର ମହାଙ୍କୁଡ, ମାଗୁଣୀ ଗୌଡ ,ଦୁର୍ଲଭ ମହାଙ୍କୁଡ, ଆରୁଷ ଗୌଡ, ହରି ଗୌଡ, ରାମ ଗୌଡ ଉପସ୍ଥିତ ରହିଥିଲେ । ଗୋପାଳ ସମାଜର ଇଷ୍ଟ ବା ଆଦି ପବ ବୋଲି ମତ ରଖିଥିଲେ । ମିଳିତ ଉଦ୍ୟମରେ ଜୟପୁର ଠାରେ ପାଳନ ହେବାକୁ ନିଷ୍ପତି ନିଆଯାଇଥିଲା। ଶେଷରେ ଶ୍ରୀନିବାସ ପାତ୍ର ସମସ୍ତଙ୍କୁ ଶୁଭେଛା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande