ଭୁବନେଶ୍ୱର, 30 ଜୁଲାଇ (ହି.ସ.)- ଦଶ ତୁଠରେ
ଶୁଦ୍ଧି ହେଉଥିବା ବେଳେ ଭାସିଗଲେ ଯୁବକ । କୁଆ ଖାଇ ନଦୀରେ ଭାସିଗଲେ ଯୁବକ । ଏହାପରେ ଅଗ୍ନିଶମ
ବିଭାଗ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଛି । ଦୁଇଜଣ ଭାସି ଯାଇଥିବା ବେଳେ ଜଣଙ୍କୁ ପରିବାର
ଲୋକେ ଉଦ୍ଧାର କରିଥିବା ବେଳେ ଆଉ ଜଣେ ଭାସି ଯାଇଛନ୍ତି । ଯୁବକ ଜଣକ ବାଣୀବିହାର ବସ୍ତି ଅଞ୍ଚଳର ବୋଲି
ଜଣାପଡିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା