ଭୁବନେଶ୍ୱର, 30 ଜୁଲାଇ (ହି.ସ.)- ସରକାରୀ ଅଫିସରେ
ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା। ସରକାରୀ ବୈଠକ ସଭା ସମିତିରେ ପ୍ଲାଷ୍ଟିକ ଜରି
ଲାଗିଥିବା ଫୁଲ ତୋଡ଼ା, ଉପହାର,
ପ୍ଲାଷ୍ଟିକ ଖାଦ୍ୟ ପୁଡିଆ, ପ୍ଲେଟ ବ୍ୟବହାର
ହେବନି। ଥର୍ମ କୁଲ ପ୍ଲେଟ ଓ ଗିନା ବି ବ୍ୟବହାର
ହୋଇ ପାରିବନାହିଁ। ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କୁ ସବୁ ବିଭାଗ ସଚିବଙ୍କୁ ଚିଠି
ହୋଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା