ହିମାଚଳରେ ଚାରିଦିନ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆର୍ଲଟ,ମଣ୍ଡିରେ ନିଖୋଜ 31ଜଣଙ୍କ ସନ୍ଧାନ ଜାରି
ଶିମଳା, 4 ଜୁଲାଇ (ହି.ସ)-ହିମାଚଳ ପ୍ରଦେଶରେ ପୁଣି ଥରେ ପାଗର ତାଣ୍ଡବ ଦେଖିବାକୁ ମିଳୁଛି।ପାଣିପାଗ ରାଜ୍ୟର ଅଧିକାଂଶ ସ୍ଥାନରେ 5 ଜୁଲାଇରୁ 8 ଜୁଲାଇ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ,ପ୍ରବଳ ବଜ୍ରପାତର ସତର୍କତା ଜାରି କରିଛନ୍ତି।ଏହାକୁ ଦୃଷ୍ଟିରେ ରଖି ବିଭାଗ ଚାରିଦିନ ପାଇଁ ଅରେଞ
ହିମାଚଳରେ ଚାରିଦିନ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆର୍ଲଟ,ମଣ୍ଡିରେ ନିଖୋଜ 31ଜଣଙ୍କ ସନ୍ଧାନ ଜାରି


ଶିମଳା, 4 ଜୁଲାଇ (ହି.ସ)-ହିମାଚଳ ପ୍ରଦେଶରେ ପୁଣି ଥରେ ପାଗର ତାଣ୍ଡବ ଦେଖିବାକୁ ମିଳୁଛି।ପାଣିପାଗ ରାଜ୍ୟର

ଅଧିକାଂଶ ସ୍ଥାନରେ 5 ଜୁଲାଇରୁ 8 ଜୁଲାଇ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ,ପ୍ରବଳ ବଜ୍ରପାତର ସତର୍କତା ଜାରି କରିଛନ୍ତି।ଏହାକୁ

ଦୃଷ୍ଟିରେ ରଖି ବିଭାଗ ଚାରିଦିନ ପାଇଁ ଅରେଞ୍ଜ ଆର୍ଲଟ ଜାରି କରିଛନ୍ତି।ଏହାପରେ 9 ଏବଂ 10

ଜୁଲାଇରେ ପ୍ରବଳ ବର୍ଷା ପାଇଁ ୟେଲୋ ଆର୍ଲଟ ରହିବ।ପାଣିପାଗ ବିଭାଗ ଅନୁସାରେ ମୌସୁମୀ ସକ୍ରିୟତା

ଆଗାମୀ କିଛି ଦିନରେ ଆହୁରି ବଢିପାରେ,ଯାହାଫଳରେ

ପାର୍ବତ୍ୟାଞ୍ଚଳରେ ଭୁସ୍ଗଳନ ,ଗଛ ପଡିବା, ନଦୀର ଜଳସ୍ତର ବୃଦ୍ଧି ଏବଂ ଯାତାୟତ ବାଧାପ୍ରାପ୍ତ

ହେବାର ଆଶଙ୍କା ରହିଛି।ଲୋକଙ୍କୁ ସତର୍କ ରହିବା ଏବଂ ଅଯଥା ଯାତ୍ରା ନ କରିବାକୁ ପରାମର୍ଶ

ଦିଆଯାଇଛି।ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ବିଭାଗଗୁଡିକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande