ଝାରପଡା ଜେଲରେ ଜେଲ ଡିଜି
ଭୁବନେଶ୍ୱର, 4 ଜୁଲାଇ (ହି.ସ.) - ଝାରପଡା ଜେଲରେ ଜେଲ ଡିଜି । ଜେଲର ସୁରକ୍ଷା ବ୍ୟବସ୍ଥା ଯାଞ୍ଜ କରିଛନ୍ତି ଜେଲ ଡିଜି ସୁଶାନ୍ତ କୁମାର ନାଥ । ଝାରପଡ଼ା ଜେଲ୍ ସୁପରିଟେଣ୍ଡେଣ୍ଟ ଓ ଜେଲରଙ୍କ ସହ ବୈଠକ କରିଛନ୍ତି । ଜେଲ୍ ସୁରକ୍ଷା ବ୍ୟବସ୍ଥା ଓ ସିସିଟିଭି ପର
ଝାରପଡା ଜେଲରେ ଜେଲ ଡିଜି


ଭୁବନେଶ୍ୱର, 4 ଜୁଲାଇ (ହି.ସ.)

- ଝାରପଡା ଜେଲରେ

ଜେଲ ଡିଜି । ଜେଲର ସୁରକ୍ଷା ବ୍ୟବସ୍ଥା ଯାଞ୍ଜ

କରିଛନ୍ତି ଜେଲ ଡିଜି ସୁଶାନ୍ତ କୁମାର ନାଥ । ଝାରପଡ଼ା

ଜେଲ୍ ସୁପରିଟେଣ୍ଡେଣ୍ଟ ଓ ଜେଲରଙ୍କ ସହ ବୈଠକ କରିଛନ୍ତି । ଜେଲ୍ ସୁରକ୍ଷା ବ୍ୟବସ୍ଥା ଓ

ସିସିଟିଭି ପରିଚାଳନା ଉପରେ ଆଲୋଚନା ହୋଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande