ସୁବର୍ଣ୍ଣପୁର, 5 ଜୁଲାଇ (ହି.ସ.)
ସୋନପୁର ଏସ ଡି ପି ଓ କାର୍ଯ୍ୟାଳୟ ଠାରେ ବନ ମହୋତ୍ସବ ପାଳନ ଅବସର ରେ ବୃକ୍ଷ ରୋପଣ କାର୍ଯ୍ଯ କ୍ରମ ଅନୁଷ୍ଟିତ ହୋଇ ଯାଇଛି l ଏସ ଡି ପି ଓ ଶ୍ରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ ଙ୍କ ତତ୍ୱା ବଧାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଔଷଧୀୟ ବୃକ୍ଷ ସହିତ ସମୁଦାୟ ୫୦ ଟି ଗଛ ଲଗା ଯାଇ ସମାଜ କୁ ପରିବେଶ ସୁରକ୍ଷା ବାର୍ତ୍ତା ପ୍ରଦାନ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ଏସ ଡି ପି ଓ ଶ୍ରୀ ତ୍ରିପାଠୀ, ଲଛିପୂର ଥାନା ଅଧିକାରୀ ଙ୍କ ସମେତ ଏସ ଡି ପି ଓ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ l
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ