ବାହୁଡା ଯାତ୍ରାରେ ଶୃଙ୍ଖଳିତ ଦର୍ଶନ ସହ ଗ୍ରୀନ କରିଡର ବ୍ୟବସ୍ଥା
ଭୁବନେଶ୍ୱର, 5 ଜୁଲାଇ (ହି.ସ.) - ମହାପ୍ରଭୁଙ୍କ ଆଶୀର୍ବାଦରୁ ସୁରୁଖୁରୁରେ ଚାଲିଛି ବାହୁଡ଼ା ଯାତ୍ରା। ଭକ୍ତମାନଙ୍କ ଶାନ୍ତିଶୃଙ୍ଖଳା ଦର୍ଶନ ପାଇଁ ଗ୍ରୀନ୍ କରିଡ଼ର ସହିତ ଆମ୍ବୁଲାନ୍ସ ବ୍ୟବସ୍ଥା ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ୨୫ ହଜାରରୁ ଉର୍ଦ୍ଧ୍ଵ ସୁରକ୍ଷା କର୍ମ
ବାହୁଡା ଯାତ୍ରାରେ     ଶୃଙ୍ଖଳିତ ଦର୍ଶନ ସହ ଗ୍ରୀନ କରିଡର ବ୍ୟବସ୍ଥା


ଭୁବନେଶ୍ୱର, 5 ଜୁଲାଇ (ହି.ସ.)

- ମହାପ୍ରଭୁଙ୍କ

ଆଶୀର୍ବାଦରୁ ସୁରୁଖୁରୁରେ ଚାଲିଛି ବାହୁଡ଼ା ଯାତ୍ରା। ଭକ୍ତମାନଙ୍କ ଶାନ୍ତିଶୃଙ୍ଖଳା ଦର୍ଶନ

ପାଇଁ ଗ୍ରୀନ୍ କରିଡ଼ର ସହିତ ଆମ୍ବୁଲାନ୍ସ ବ୍ୟବସ୍ଥା ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ୨୫

ହଜାରରୁ ଉର୍ଦ୍ଧ୍ଵ ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି।ସେହିପରି ଯାନବାହନ ଭିଡ଼ ନିୟନ୍ତ୍ରଣ

ପାଇଁ ପର୍ଯ୍ୟାପ୍ତ ଟ୍ରାଫିକ ପୋଲିସ ମୁତୟନ ହୋଇଛନ୍ତି। ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନକୁ

ସ୍ୱତନ୍ତ୍ର ଏବଂ ସ୍ମରଣୀୟ କରିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାହୋଇଛି ଏବଂ

ଲୋକଙ୍କ ମୁଖ୍ୟମନ୍ତ୍ରୀ ନିଜେ ଏହାର ସମୀକ୍ଷା କରୁଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande