ପୁରୀରେ ଏୟାରପୋର୍ଟ ପାଇଁ କେନ୍ଦ୍ର ନିକଟରେ ଦାବି ରଖିବୁ- ବିଜେପି
ଭୁବନେଶ୍ୱର, 5 ଜୁଲାଇ (ହି.ସ.)- ପୁରୀରେ ସାଢେ ଚାରି କୋଟି ଓଡିଆଙ୍କ ଦେବତା ଅଛନ୍ତି। ପୁରୀରେ ଏୟାରପୋର୍ଟ ହେବ। କେନ୍ଦ୍ର ସରକାର ପାଖରେ ନିଶ୍ଚିତ ଭାବରେ ଦାବି ରଖିବୁ ବୋଲି ବିଜେପି ବିଧାୟକ ଗୋବିନ୍ଦ ଦାସ କହିଛନ୍ତି। ସେ କହିଛନ୍ତି ଯେ, ଆମେ ନିଶ୍ଚିତ ଯାହା ଯାହା ଓଡ଼
ପୁରୀରେ ଏୟାରପୋର୍ଟ ପାଇଁ     କେନ୍ଦ୍ର ନିକଟରେ ଦାବି ରଖିବୁ- ବିଜେପି


ଭୁବନେଶ୍ୱର, 5 ଜୁଲାଇ (ହି.ସ.)- ପୁରୀରେ ସାଢେ

ଚାରି କୋଟି ଓଡିଆଙ୍କ ଦେବତା ଅଛନ୍ତି। ପୁରୀରେ ଏୟାରପୋର୍ଟ ହେବ। କେନ୍ଦ୍ର ସରକାର ପାଖରେ

ନିଶ୍ଚିତ ଭାବରେ ଦାବି ରଖିବୁ ବୋଲି ବିଜେପି ବିଧାୟକ ଗୋବିନ୍ଦ ଦାସ କହିଛନ୍ତି। ସେ କହିଛନ୍ତି

ଯେ, ଆମେ ନିଶ୍ଚିତ ଯାହା ଯାହା ଓଡ଼ିଶାବାସୀଙ୍କ ଅପେକ୍ଷା ଅଛି। ସରକାର ତାକୁ ପୁରା କରିବାକୁ ଚେଷ୍ଟା

କରିବେ। ଯାହା ଯାହା ବାଧକ ସାଜୁଛି ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହ ବସି ଆଲୋଚନା କରିବେ।

ଆମର ଡବଲ ଇଞ୍ଜିନ ସରକାର ଅଛି। କୌଣସି ଜିନିଷରେ ବାଧକ ସାଜିବ ନାହିଁ। ଟିକେ ଡେରି ହେବ। କିନ୍ତୁ

ନିଶ୍ଚୟ ପୁରା ହେବ ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande