ଶିକ୍ଷାବିତ ସ୍ୱର୍ଗତ ନିତ୍ୟାନନ୍ଦ ବିଶ୍ୱାଳଙ୍କ ଶ୍ରାଦ୍ଧ ବାର୍ଷିକ ପାଳିତ
ଭଦ୍ରକ, ୬ ଜୁଲାଇ (ହି.ସ.) - ଭଦ୍ରକ ଜିଲା ଧାମନଗର ଠାରେ ଶିକ୍ଷାବିତ ସ୍ୱର୍ଗତ ନିତ୍ୟାନନ୍ଦ ବିଶ୍ୱାଳ ପାଠାଗାର କେନ୍ଦ୍ର ପରିସର ରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରସାନନ୍ଦ ମହାପାତ୍ରଙ୍କ ସଂଚାଳନା ରେ ଆୟୋଜିତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷକ ମହେଶ୍ୱର ସ୍ୱାଇଁ, ଅଭିମନ୍ୟୁ ମଲ୍ଲିକ,ହୃଦାନନ୍ଦ କର
NITYANANDA BISWAL SRADHA BARSIKI


ଭଦ୍ରକ, ୬ ଜୁଲାଇ (ହି.ସ.) - ଭଦ୍ରକ ଜିଲା ଧାମନଗର ଠାରେ ଶିକ୍ଷାବିତ ସ୍ୱର୍ଗତ ନିତ୍ୟାନନ୍ଦ ବିଶ୍ୱାଳ ପାଠାଗାର କେନ୍ଦ୍ର ପରିସର ରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରସାନନ୍ଦ ମହାପାତ୍ରଙ୍କ ସଂଚାଳନା ରେ ଆୟୋଜିତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷକ ମହେଶ୍ୱର ସ୍ୱାଇଁ, ଅଭିମନ୍ୟୁ ମଲ୍ଲିକ,ହୃଦାନନ୍ଦ କର,ସିଦ୍ଧେଶ୍ୱର ସାମଲ,ପ୍ରମୋଦ ମହାକୁଡ଼, ହୁର୍ଷିକେଶ ବେହେରା,ଆଇନଜୀବୀ ରଣଜିତ ମହାନ୍ତି, ଅମରେନ୍ଦ୍ର ମହାନ୍ତି,ମନୋଜ ଗୁପ୍ତା, ସାମ୍ବାଦିକ ଅନିଲ କୁମାର ବାରିକ,ବିରେନ୍ଦ୍ର ଜେନା,ସୁଶାନ୍ତ କୁମାର ରାଉତ, ସେକ ଜାଫର ଅଲ୍ଲୀ,ଦୁର୍ଗାପ୍ରସାଦ ମହାପାତ୍ର,ରଜତ ପଣ୍ଡା, ସରୋଜ ସେଠୀ,ଏବିଇଓ ହେମେନ୍ଦ୍ର ମହାନ୍ତି,ଅଧ୍ୟାପିକା ହରପ୍ରିୟା ସେଠୀ,ପ୍ରଧାନ ଶିକ୍ଷକ ମନୋଜ କୁମାର ସିଂହ,ଶିକ୍ଷୟିତ୍ରୀ ସୁମତୀ ନାୟକ,ରାଧାଶ୍ୟାମ ପଣ୍ଡା, ଅବସରପ୍ରାପ୍ତ ଶିକ୍ଷୟିତ୍ରୀ କିଶୋରୀ ମଣୀ ସେନାପତି,ଅନୁପମା ନାୟକ,ସୁଧିର ନାୟକ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ନିତ୍ୟାନନ୍ଦ ବିଶ୍ୱାଳ ଜଣେ ମିଷ୍ଠାଭାଷି ମେଳାପୀ, ପରୋଉକାରୀ ସଂଗଠକ ଓ ଶିକ୍ଷାନୁଷ୍ଠାନ ପ୍ରେମୀ ଭାବେ ସୁପରିଚିତ ଥିଲେ ବୋଲି ଅତିଥି ମାନେ ବକ୍ତବ୍ୟ ରଖିଥିଲେ। ଶେଷରେ ପ୍ରଦୀପ କୁମାର ଲେଙ୍କା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande