ରାହୁଲଗାନ୍ଧୀଙ୍କ ଗସ୍ତ ପାଇଁ ପ୍ରଦେଶ କଂଗ୍ରେସ ଅନୁସୂଚୀତ ଜାତ ିବିଭାଗର ପ୍ରସ୍ତୁତିବୈଠକ
ଭୁବନେଶ୍ୱର, 6 ଜୁଲାଇ (ହି.ସ.) ବିଶିଷ୍ଟସ୍ୱାଧୀନତାସଂଗ୍ରାମୀ, ସମାଜସଂସ୍କାରକତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀବାବୁଜଗ୍‌ଜୀବନ ରାମଙ୍କ ୩୯ ତମ ପୂଣ୍ୟତିଥିରେଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚୀତ ଜାତିବିଭାଗତରଫରୁଭାରତବର୍ଷର ଜନନାୟକରାହୁଲଗାନ୍ଧୀଙ୍କଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ ଏକ ପ୍ରସ୍ତୁତବୈଠକ ଅନୁଷ୍
ରାହୁଲଗାନ୍ଧୀଙ୍କ ଗସ୍ତ ପାଇଁ ପ୍ରଦେଶ କଂଗ୍ରେସ ଅନୁସୂଚୀତ ଜାତ ିବିଭାଗର ପ୍ରସ୍ତୁତିବୈଠକ


ଭୁବନେଶ୍ୱର, 6 ଜୁଲାଇ (ହି.ସ.) ବିଶିଷ୍ଟସ୍ୱାଧୀନତାସଂଗ୍ରାମୀ, ସମାଜସଂସ୍କାରକତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀବାବୁଜଗ୍‌ଜୀବନ ରାମଙ୍କ ୩୯ ତମ ପୂଣ୍ୟତିଥିରେଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚୀତ ଜାତିବିଭାଗତରଫରୁଭାରତବର୍ଷର ଜନନାୟକରାହୁଲଗାନ୍ଧୀଙ୍କଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ ଏକ ପ୍ରସ୍ତୁତବୈଠକ ଅନୁଷ୍ଠିତ ହୋଇଥିଲା ।

ଓଡ଼ିଶା ପ୍ରଦେଶ କଂଗ୍ରେସର ଅନୁସୂଚୀତ ଜାତିବିଭାଗରାଜ୍ୟ ଅଧ୍ୟକ୍ଷ ଆଇନଜୀବି ମାନସମଲ୍ଲିକଙ୍କ ଅଧ୍ୟକ୍ଷତାରେ ଏହିବୈଠକରେ ପ୍ରଥମେସ୍ୱର୍ଗୀୟବାବୁଜଗ୍‌ଜୀବନରାମ୍‌ଙ୍କପଟ୍ଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକତାଙ୍କରସ୍ମୃତିଚାରଣକରାଯାଇଥିଲା ।ଏହିସଭାରେ ପ୍ରଦେଶ କଂଗ୍ରେସକମିଟିସଭାପତିଶ୍ରୀଭକ୍ତ ଚରଣ ଦାସଯୋଗଦେଇ ବାବୁଜଗ୍‌ଜୀବନରାମ୍‌ଜଣେ ଅଦ୍ୱିତୀୟ ଦଳିତନେତା ଥିଲେ ଓ ତାଙ୍କ ପ୍ରଚେଷ୍ଟାରେସମଗ୍ର ଦେଶରେ ଦଳିତମାନଙ୍କରବିକାଶ ପାଇଁବିଭିନ୍ନଯୋଜନାକରାଯାଇଥିଲାବୋଲିକହିଥିଲେଏବଂ ଆସନ୍ତା ରାହୁଲଗାନ୍ଧୀଙ୍କଗସ୍ତକୁସଫଳକରିବାପାଇଁସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ତଦ୍‌ପଶ୍ଚାତ ଓଡ଼ିଶାରବିଭିନ୍ନଜିଲ୍ଲାରୁ ଆସିଥିବା ଦଳିତନେତାମାନେ, କିଭଳି ନୂତନ ନେତୃତ୍ୱସୃଷ୍ଟିଶିଳ୍ପାୟନ ଯୋଗୁଁ ଅନୁଗୁଳ ଓ ଅନ୍ୟ ଜିଲ୍ଲାରେବିସ୍ଥାପିତହୋଇଥିବା ଦଳିତଲୋକଙ୍କୁକ୍ଷତିପୂରଣ ପାଇଁସଂଗ୍ରାମ, କ୍ରମବର୍ଦ୍ଧିଷ୍ଣୁ ଦଳିତ ଅତ୍ୟାଚାର ବିରୁଦ୍ଧରେଲଢ଼େଇ, ଇତିହାସରେ ଆଲୋଚିତ ମହାମନୀଷମାନଙ୍କସ୍ମୃତିଚାରଣ, ଜଙ୍ଗଲ ଅଧିକାର ଆଇନରେ ଦଳିତଙ୍କୁଜମି ପଟ୍ଟାପ୍ରଦାନ,କଟକରେଜାତି ପ୍ରମାଣ ପତ୍ର ପାଇବାରୁ ବଞ୍ଚିତହେଉଥିବାମେହେନ୍ତରମାନଙ୍କ ଅଧିକାର ପାଇଁ ଦୁର୍ବାରସଂଗ୍ରାମଗଢ଼ିତୋଳିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।ଶେଷରେରାହୁଲଗାନ୍ଧୀଙ୍କ ଗସ୍ତ କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତିବିଭାଗପୃଷ୍ଠପୋଷକତାରେ ଦୁଇହଜାରଲୋକଏକତ୍ରିତହେବା ପାଇଁସମସ୍ତନେତୃବୃନ୍ଦ ନିଷ୍ପତ୍ତି ନେଲେ ।ଏହିସଭାରେରାଜ୍ୟକଂଗ୍ରେସସେବାଦଳ ଅଧ୍ୟକ୍ଷ ଶୁଭେନ୍ଦୁମହାନ୍ତି, ରାଜ୍ୟକଂଗ୍ରେସସାମାଜିକଗଣମାଧ୍ୟମ ଅଧ୍ୟକ୍ଷ ସତ୍ୟଜିତଗମାଙ୍ଗ, ପୂର୍ବତନ ପିସିସିଉପସଭାପତି ତଥା ବରିଷ୍ଠ ଆଇନଜୀବି ଶିବାନନ୍ଦ ରାୟ, ପୂର୍ବତନ ଭୁବନେଶ୍ୱରଜିଲ୍ଲାକଂଗ୍ରେସସଭାପତିମନୋରଞ୍ଜନ ଦାଶ, ପୂର୍ବତନ ଅନୁସୂଚିତ ଜାତିବିଭାଗରରାଜ୍ୟ ଅଧ୍ୟକ୍ଷ ବାଙ୍କନିଧି ବେହେରା, ବିଶିଷ୍ଟସାମ୍ବାଦିକ ଅରବିନ୍ଦ ଦାଶ, ଆଡଭୋକେଟ ରାଜକିଶୋର ନାୟକ, ଆଡଭୋକେଟ ଅନିଲ କୁମାର ନାୟକ, ଆଡଭୋକେଟ ସଂଜୟକୁମାରମଲ୍ଲିକ, ରଞ୍ଜନ କୁମାରବେହେରା, କ୍ଷୀରୋଦ ଚନ୍ଦ୍ର ପାତ୍ର, ଗୋବିନ୍ଦ ନାୟକ, ଜୟନ୍ତ ଭୋଇ, ବାବୁଲିମଲ୍ଲିକ, ଜାନକୀମଲ୍ଲିକ, ସୁକାନ୍ତ ତିଆଡି, ରଞ୍ଜନ ଭୋଇ, ସୁରେନ୍ଦ୍ରକୁମାର ଦାସ, ସନ୍ତୋଷ ଦେହୁରୀ ପ୍ରମୁଖଯୋଗଦେଇ ନିଜ ନିଜରମତାମତରଖିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande