ବିଜୁ ବାବୁଙ୍କ ପ୍ରତି ଯଦି ଏତେ ଭକ୍ତି ଅଛି ବିଜୁ ବାବୁଙ୍କ ମୂର୍ତ୍ତି କାହିଁକି ଭାଙ୍ଗୁଛନ୍ତି – ଅନନ୍ତ ଜେନା
ଭୁବନେଶ୍ୱର, 6 ଜୁଲାଇ (ହି.ସ.) - ଜୟ ନାରାୟଣଙ୍କ ବୟାନକୁ କାଉଣ୍ଟର କରିଛନ୍ତି ବିଜେଡି ବିଧାୟକ ଅନନ୍ତ ଜେନା । ବିଜୁ ବାବୁଙ୍କ ପ୍ରତି ଯଦି ଏତେ ଭକ୍ତି ଅଛି ବିଜୁ ବାବୁଙ୍କ ମୂର୍ତ୍ତି କାହିଁକି ଭାଙ୍ଗୁଛନ୍ତି । ପଞ୍ଚାୟତିରାଜ ଦିବସ କାହିଁକି ବଦଳାଇ ଦେଲେ ବୋଲି ପ୍ରଶ୍ନ
ବିଜୁ ବାବୁଙ୍କ ପ୍ରତି ଯଦି     ଏତେ ଭକ୍ତି ଅଛି ବିଜୁ ବାବୁଙ୍କ ମୂର୍ତ୍ତି କାହିଁକି ଭାଙ୍ଗୁଛନ୍ତି – ଅନନ୍ତ ଜେନା


ଭୁବନେଶ୍ୱର, 6 ଜୁଲାଇ (ହି.ସ.)

- ଜୟ ନାରାୟଣଙ୍କ

ବୟାନକୁ କାଉଣ୍ଟର କରିଛନ୍ତି ବିଜେଡି ବିଧାୟକ ଅନନ୍ତ ଜେନା । ବିଜୁ ବାବୁଙ୍କ ପ୍ରତି ଯଦି ଏତେ

ଭକ୍ତି ଅଛି ବିଜୁ ବାବୁଙ୍କ ମୂର୍ତ୍ତି କାହିଁକି ଭାଙ୍ଗୁଛନ୍ତି । ପଞ୍ଚାୟତିରାଜ ଦିବସ କାହିଁକି

ବଦଳାଇ ଦେଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ଅନନ୍ତ ଜେନା । ବିଜୁ ପଟ୍ଟନାୟକ ମାଆକୁ ସମ୍ମାନ ଗାଁକୁ

କାମ କହିଥିଲେ । ଏକ ବର୍ଷ ହେଲା ସରକାର ହେଲା ପରେ ଵି ଯଦି ଅଫିସରଙ୍କ ବିଜେଡି ପ୍ରୀତି ଯାଇନି

କହିବେ ତାହା ଲଜ୍ୟାଜନକ । ବରିଷ୍ଠ ହୋଇ ଯଦି ଏମିତି ନୀତି ଶିକ୍ଷା ଦେବା ଯେଉଁ ଲୋକ ମାନେ ସରକାର

ଆଣିଛନ୍ତି ସେମାନେ ଆଗକୁ ଠିକ ଜବାବ ଦେବେ ବୋଲି ବିଜେଡି ବିଧାୟକ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande