ବିଜେପି ରାଜ୍ୟ ସଭାପତି ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି
ଭୁବନେଶ୍ୱର, 6 ଜୁଲାଇ (ହି.ସ.)- ବିଜେପି ରାଜ୍ୟ ସଭାପତି ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି । ଆସନ୍ତାକାଲି ନାମାଙ୍କନ ଭରିବେ ଆଶାୟୀ ପ୍ରାର୍ଥୀ । ତା ପର ଦିନ ଇଲେକ୍ସନ ଏବଂ ସେହିଦିନ ଫଳ ପ୍ରକାଶ ପାଇବ । ଆଜି ବିଜେପି ରାଜ୍ୟ ପ୍ରଭାରୀ ବିଜୟ ସିଂ ପାଲ ତୋମାର ଆସି
ବିଜେପି ରାଜ୍ୟ ସଭାପତି ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ     ବିଜ୍ଞପ୍ତି


ଭୁବନେଶ୍ୱର, 6 ଜୁଲାଇ (ହି.ସ.)- ବିଜେପି ରାଜ୍ୟ ସଭାପତି ନିର୍ବାଚନ ପାଇଁ ଆଜି ପ୍ରକାଶ

ପାଇବ ବିଜ୍ଞପ୍ତି । ଆସନ୍ତାକାଲି ନାମାଙ୍କନ ଭରିବେ ଆଶାୟୀ ପ୍ରାର୍ଥୀ । ତା ପର ଦିନ ଇଲେକ୍ସନ

ଏବଂ ସେହିଦିନ ଫଳ ପ୍ରକାଶ ପାଇବ । ଆଜି ବିଜେପି ରାଜ୍ୟ ପ୍ରଭାରୀ ବିଜୟ ସିଂ ପାଲ ତୋମାର ଆସି

ଓଡ଼ିଶାରେ ପହଞ୍ଚି ଏହି ସୂଚନା ଦେଇଛନ୍ତି । ଆସନ୍ତାକାଲି ଓଡ଼ିଶା ବିଜେପି ସାଂଗଠାନିକ

ନିର୍ବାଚନର ରାଷ୍ଟ୍ରୀୟ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ୱାଲ

ଓଡ଼ିଶା ଆସିବେ । ନିର୍ବାଚନ ଗଣତାନ୍ତ୍ରିକ ପଦ୍ଧତିରେ ହେବ । ଯଦି ଜଣେ ପ୍ରାର୍ଥୀ

ହୁଅନ୍ତି, ତେବେ ସର୍ବସମ୍ମତି

ତାଙ୍କ ନାମ ଘୋଷଣା ହେବ ବୋଲି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ୍ ସିଂ

ତୋମାର ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande