ପୁରୀରେ ଏୟାରପୋର୍ଟ ପାଇଁ ସରିଛି ଜମି ଅଧିଗ୍ରହଣ
ଭୁବନେଶ୍ୱର, 6 ଜୁଲାଇ (ହି.ସ.) - ପୁରୀରେ ଏୟାରପୋର୍ଟ ପାଇଁ ଜମି ଅଧିଗ୍ରହଣ ସରିଛି । 1160 ଜମି ଅଧିଗ୍ରହଣ ହୋଇଛି। ଏୟାରପୋର୍ଟ କାମ ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ---------------
ପୁରୀରେ ଏୟାରପୋର୍ଟ ପାଇଁ     ସରିଛି ଜମି ଅଧିଗ୍ରହଣ


ଭୁବନେଶ୍ୱର, 6 ଜୁଲାଇ (ହି.ସ.)

- ପୁରୀରେ

ଏୟାରପୋର୍ଟ ପାଇଁ ଜମି ଅଧିଗ୍ରହଣ ସରିଛି । 1160 ଜମି ଅଧିଗ୍ରହଣ ହୋଇଛି। ଏୟାରପୋର୍ଟ କାମ ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି ବୋଲି

କହିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande