ଭୁବନେଶ୍ୱର, 6 ଜୁଲାଇ (ହି.ସ.)
- ପୁରୀରେ
ପାର୍କିଂ ବ୍ୟବସ୍ଥା ସୁଦୃଢ଼ ହେବ । ମହାନଗର ନିଗମ ସରକାର କରିବା ପାଇଁ ଘୋଷଣା କରିଛନ୍ତି ।
ଏହାକୁ ସୁଦୃଢ଼ କରାଯିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ଗୁଣ୍ଡିଚା ପାଇଁ ରାସ୍ତା ଜାମ କିପରି
ହେବନି ସେ ନେଇ 28ଟି ସ୍ଥାନରେ
ପାର୍କିଙ୍ଗ ବ୍ୟବସ୍ଥା କରାଯାଇଥିଲା । 200 ମାଗଣା ଅଟ, 11 ଟି କ୍ରେନ ରହିଥିଲା। ରଥଯାତ୍ରା ପରେ
ହେଲମେଟ ଯାଞ୍ଚ , ଗାଡ଼ି ର କାଗଜ ପତ୍ର ଯାଞ୍ଚ ହେଇଥିଲା। 1 କୋଟି ରୁ ଉର୍ଧ୍ଵ ଜୋରିମାନା ଆଦାୟ ହୋଇଥିଲା । ଆଗକୁ ଆବଶ୍ୟକ ପାର୍କିଂ ବ୍ୟବସ୍ଥା
କରାଯିବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା