ରୁଫ ଟପ ଗାର୍ଡେନର ପ୍ରଚାର ପାଇଁ ରଥର ଶୁଭାରମ୍ଭ କରିବେ ଉପ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 08 ଜୁଲାଇ (ହି.ସ.) ଉପ ମୁଖ୍ୟମନ୍ତ୍ରୀ କନକ ବର୍ଧନ ସିଂହଦେଓ ସହରରେ ରୁଫ ଟପ ଗାର୍ଡେନ ପାଇଁ ପ୍ରଚାର କରିବାକୁ ଏକ ରଥର ଶୁଭାରମ୍ଭ କରିବେ । ଆଜି କୃଷି ଭବନରୁ ସେ ଏହି ରଥର ଶୁଭାରମ୍ଭ କରିବେ ବୋଲି କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ---------------
ରୁଫ ଟପ ଗାର୍ଡେନର ପ୍ରଚାର ପାଇଁ ରଥର ଶୁଭାରମ୍ଭ କରିବେ ଉପ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 08 ଜୁଲାଇ (ହି.ସ.) ଉପ ମୁଖ୍ୟମନ୍ତ୍ରୀ କନକ ବର୍ଧନ ସିଂହଦେଓ ସହରରେ ରୁଫ ଟପ ଗାର୍ଡେନ ପାଇଁ ପ୍ରଚାର କରିବାକୁ ଏକ ରଥର ଶୁଭାରମ୍ଭ କରିବେ । ଆଜି କୃଷି ଭବନରୁ ସେ ଏହି ରଥର ଶୁଭାରମ୍ଭ କରିବେ ବୋଲି କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande