'ନୀଳାଦ୍ରି ବିଜେ' ଓ 'ରସଗୋଲା ଦିବସ'ର ଶୁଭକାମନା ଜଣାଇଲେ ନବୀନ ପଟ୍ଟନାୟକ
ଭୁବନେଶ୍ୱର, 8 ଜୁଲାଇ (ହି.ସ.)- ''ନୀଳାଦ୍ରି ବିଜେ'' ଓ ''ରସଗୋଲା ଦିବସ''ର ଶୁଭକାମନା ଜଣାଇଛନ୍ତି ବିରୋଧୀ ଦଳ ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ନୀଳାଦ୍ରିବିଜେ ଓ ରସଗୋଲା ଦିବସର ହାର୍ଦ୍ଦିକ ଅଭିନନ୍ଦନ। ମହାପ୍ରଭୁଙ୍କ କରୁଣା ସଭିଙ୍କ ଉ
'ନୀଳାଦ୍ରି ବିଜେ' ଓ 'ରସଗୋଲା ଦିବସ'ର ଶୁଭକାମନା ଜଣାଇଲେ ନବୀନ ପଟ୍ଟନାୟକ


ଭୁବନେଶ୍ୱର, 8 ଜୁଲାଇ (ହି.ସ.)- 'ନୀଳାଦ୍ରି ବିଜେ' ଓ 'ରସଗୋଲା ଦିବସ'ର ଶୁଭକାମନା ଜଣାଇଛନ୍ତି ବିରୋଧୀ ଦଳ ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ଏକ୍ସରେ ନବୀନ

କହିଛନ୍ତି ଯେ, ନୀଳାଦ୍ରିବିଜେ ଓ ରସଗୋଲା ଦିବସର ହାର୍ଦ୍ଦିକ ଅଭିନନ୍ଦନ। ମହାପ୍ରଭୁଙ୍କ କରୁଣା

ସଭିଙ୍କ ଉପରେ ରହିଥାଉ। ଜୟ ଜଗନ୍ନାଥ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande