ଡ୍ରାଇଭର ମହାସଂଘର ଆନ୍ଦୋଳନ ଯୋଗୁ ଯାତ୍ରୀ ହନ୍ତସନ୍ତ
ଭୁବନେଶ୍ୱର, 8 ଜୁଲାଇ (ହି.ସ.)- ଡ୍ରାଇଭର ମହାସଂଘର ଆନ୍ଦୋଳନ ଯୋଗୁ ଯାତ୍ରୀ ହନ୍ତସନ୍ତ । ଦୂର ଦୁରାନ୍ତୁ ଆସିଥିବା ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି । କିଏ ପୁରୀ, ତ ଆଉ କିଏ କେଉଁଠି ଫେରିଛି। କିନ୍ତୁ ଏଭଳି ସ୍ଥିତି ଯେ ଲୋକେ ଅଧିକ ପଇସା ଖର୍ଚ୍ଚ କରିବାକୁ ବା
ଡ୍ରାଇଭର ମହାସଂଘର     ଆନ୍ଦୋଳନ ଯୋଗୁ ଯାତ୍ରୀ ହନ୍ତସନ୍ତ


ଭୁବନେଶ୍ୱର, 8 ଜୁଲାଇ (ହି.ସ.)- ଡ୍ରାଇଭର

ମହାସଂଘର ଆନ୍ଦୋଳନ ଯୋଗୁ ଯାତ୍ରୀ ହନ୍ତସନ୍ତ । ଦୂର ଦୁରାନ୍ତୁ ଆସିଥିବା ଲୋକେ ନାହିଁ ନଥିବା

ହଇରାଣ ହେଉଛନ୍ତି । କିଏ ପୁରୀ, ତ ଆଉ

କିଏ କେଉଁଠି ଫେରିଛି। କିନ୍ତୁ ଏଭଳି ସ୍ଥିତି ଯେ ଲୋକେ ଅଧିକ ପଇସା ଖର୍ଚ୍ଚ କରିବାକୁ ବାଧ୍ୟ

ହେଉଛନ୍ତି। ଅଧିକାଂଶ ଲୋକେ ଗତକାଲି ପୁରୀ ଯାଇ ଆଜି ଗାଁ କୁ ଫେରୁଛନ୍ତି। କିନ୍ତୁ ବସ ଯୋଗେ

ଫେରି ହେଉନାହିଁ। ଡ୍ରାଇଭର ମହାସଂଘର ଆନ୍ଦୋଳନ ଅଛି ବୋଲି ସେମାନେ ଜାଣିନଥିବା କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande