ଜାତୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଜୟପୁର, ୮ ଜୁଲାଇ (ହି.ସ.)- ଜୟପୁର ବ୍ଲକ ସଭାଗୃହରେ ଆଜି ଜାତୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ପ୍ରଶିକ୍ଷଣ ଶିବିରରେ ଜୟପୁର ବିଡିଓ ଶକ୍ତି ମହାପାତ୍ର ଏବିଡିଓ ମନୋଜ ନାୟକ, ଅତିରିକ୍ତ ପୌର କାର୍ଯ୍ୟନିର୍ବାହୀ ଅଧିକାରି ପୁଜା ରାଉତ, ବିଏଲଓ ସୁପରଭାଇଜର ଏମ କେ ଫିଲିପ ପ୍ରମୁଖ ଉପସ୍ଥି
ଜାତୀୟ ପ୍ରଶିକ୍ଷଣ  କାଯ୍ୟକ୍ରମ ଅନୁଷ୍ଟିତ


ଜୟପୁର, ୮ ଜୁଲାଇ (ହି.ସ.)- ଜୟପୁର ବ୍ଲକ ସଭାଗୃହରେ ଆଜି ଜାତୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ପ୍ରଶିକ୍ଷଣ ଶିବିରରେ ଜୟପୁର ବିଡିଓ ଶକ୍ତି ମହାପାତ୍ର ଏବିଡିଓ ମନୋଜ ନାୟକ, ଅତିରିକ୍ତ ପୌର କାର୍ଯ୍ୟନିର୍ବାହୀ ଅଧିକାରି ପୁଜା ରାଉତ, ବିଏଲଓ ସୁପରଭାଇଜର ଏମ କେ ଫିଲିପ ପ୍ରମୁଖ ଉପସ୍ଥିତ ରହି ତାଲିମ ଦେଇଥିଲେ । ଏଠାରେ ବୁଥ ସ୍ତରୀୟ ଅଧିକାରୀ ମାନଙ୍କୁ ତାଲିମ ଦିଆଯାଇଥିଲା । ଦୁଇ ଦିନ ଧରି ଚାଲିବ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ । ଏହି ଶିବିରରେ ଜୟପୁର ପୌରାଞ୍ଚଳରେ ୬୧ ବିଏଲଓଙ୍କ ମଧ୍ୟ ୩୦ ଜଣଙ୍କୁ ତାଲିମ ଦିଆଯାଇଥିଲା । ଭୋଟର ମାନଙ୍କର କୌଣସି ସମସ୍ୟା ଥିଲେ ଏମାନେ ସମାଧାନ କରିବେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande