ବିକାଶମୁଳକ କାର୍ଯ୍ୟର ସମିକ୍ଷା କଲେ ମୁଖ୍ୟ ଉନ୍ନୟନ ଅଧିକାରି
ଜୟପୁର, ୮ ଜୁଲାଇ (ହି.ସ.)- ଜୟପୁର ବ୍ଲକର ବିକାଶମୁଳକ କାର୍ଯ୍ୟର ସମିକ୍ଷା କଲେ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରି ବେଣୁଧର ଶବର । ଜୟପୁର ବ୍ଲକର ଟାଙ୍କୁଆ, ଡଙ୍ଗରଛିଞ୍ଚି, ବ୍ଲକ ଅଫିସରେ ବିକାଶମୁଳକ କାର୍ଯ୍ୟର ସମିକ୍ଷା ହୋଇଛି । ପ୍ରଧାନମନ୍ତ୍ରୀ ଆବାସ, ଏମଜିଏନଆରଇଜିଏସ ଯୋଜନାର କାର୍ଯ୍ୟକାରିତା,
ବିକାଶ ମୁଳକ କାଯ୍ୟର ସମିକ୍ଷା କଲେ ମୁଖ୍ୟ ଉନ୍ନୟନ ଅଧିକାରି


ଜୟପୁର, ୮ ଜୁଲାଇ (ହି.ସ.)- ଜୟପୁର ବ୍ଲକର ବିକାଶମୁଳକ କାର୍ଯ୍ୟର ସମିକ୍ଷା କଲେ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରି ବେଣୁଧର ଶବର । ଜୟପୁର ବ୍ଲକର ଟାଙ୍କୁଆ, ଡଙ୍ଗରଛିଞ୍ଚି, ବ୍ଲକ ଅଫିସରେ ବିକାଶମୁଳକ କାର୍ଯ୍ୟର ସମିକ୍ଷା ହୋଇଛି । ପ୍ରଧାନମନ୍ତ୍ରୀ ଆବାସ, ଏମଜିଏନଆରଇଜିଏସ ଯୋଜନାର କାର୍ଯ୍ୟକାରିତା, ସ୍କୁଲ, ଅଙ୍ଗନବାଡୀ କେନ୍ଦ୍ର, ଅମୃତ ସୋରବର ବୁଲି ଦେଖି କାର୍ଯ୍ୟ ତ୍ୱାରାନ୍ୱିତ କିରବା ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟ ଉନ୍ନୟନ ଅଧିକାରିଙ୍କ ସହ ବିଡିଓ ଶକ୍ତି ମହାପାତ୍ର, ସହକାରି ନିର୍ବାହୀ ଯନ୍ତ୍ରୀ ବିଜୟ ନନ୍ଦ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande