ଭୁବନେଶ୍ୱର, 8 ଜୁଲାଇ (ହି.ସ.)- ନୂଆ ସଭପତି
ମନମୋହନ ସାମଲଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ସାଂସଦ ବୈଜୟନ୍ତ ପଣ୍ଡା
। ଯେଉଁ ବେଗରେ ଡବଲ ଇଂଜିନ ସରକାର ବିକାଶ କାମ ଆରମ୍ଭ ହୋଇଛି । ଏବେ ମନମୋହନଙ୍କ ନେତୃତ୍ୱରେ
ସରକାର ଏବଂ ସଂଗଠନ ଆଗକୁ ବଢିବ । ସରକାର ସହ ସଂଗଠନର ସମନ୍ୱୟ ବଢିବ । ସାଧାରଣ
କାର୍ଯ୍ୟକର୍ତ୍ତାଙ୍କ ଭିତରେ ବହୁତ ଉତ୍ସାହ ରହିଛି । ନୂଆ ସଭାପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି
ବୈଜୟନ୍ତ ପଣ୍ଡା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା