ଓଡ଼ିଶା ଲ' ଅଫିସର୍ସ ନିୟମାବଳୀ ସଂଶୋଧନକୁ କ୍ୟାବିନେଟ ମଂଜୁରୀ
ଭୁବନେଶ୍ୱର,୦୧ ଅଗଷ୍ଟ (ହି.ସ)- ଓଡ଼ିଶା ରାଜ୍ୟ ପ୍ରୋସେକ୍ୟୁସନ ସେବା (ଓଏସପିଏସ) କ୍ୟାଡରରେ ସରକାରୀ ଅଧିବକ୍ତା ମାନଙ୍କର ସଂଖ୍ୟା ଅପର୍ଯ୍ୟାପ୍ତ ଥିବା ପରିପ୍ରେକ୍ଷୀରେ, ମାମଲା ଗୁଡିକର ଜଟିଳତା କମାଇ ଦ୍ରୁତ ନ୍ୟାୟ ପ୍ରଦାନକୁ ସୁନିଶ୍ଚିତ କରିବା ନିମନ୍ତେ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ଓଡ଼ିଶା ଲ'' ଅଫିସର
ଓଡ଼ିଶା ଲ' ଅଫିସର୍ସ ନିୟମାବଳୀ ସଂଶୋଧନକୁ କ୍ୟାବିନେଟ ମଂଜୁରୀ


ଭୁବନେଶ୍ୱର,୦୧ ଅଗଷ୍ଟ (ହି.ସ)- ଓଡ଼ିଶା ରାଜ୍ୟ ପ୍ରୋସେକ୍ୟୁସନ ସେବା (ଓଏସପିଏସ) କ୍ୟାଡରରେ ସରକାରୀ ଅଧିବକ୍ତା ମାନଙ୍କର ସଂଖ୍ୟା ଅପର୍ଯ୍ୟାପ୍ତ ଥିବା ପରିପ୍ରେକ୍ଷୀରେ, ମାମଲା ଗୁଡିକର ଜଟିଳତା କମାଇ ଦ୍ରୁତ ନ୍ୟାୟ ପ୍ରଦାନକୁ ସୁନିଶ୍ଚିତ କରିବା ନିମନ୍ତେ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ଓଡ଼ିଶା ଲ' ଅଫିସର୍ସ ନିୟମାବଳୀ, ୧୯୭୧ ର ସଂଶୋଧନ ପ୍ରସ୍ତାବ ଉପରେ ଅନୁମୋଦନ ଲୋଡାଯାଇଛି। ଏହି ସଂଶୋଧନ ଆସିଲେ, ରାଜ୍ୟରେ ଜମା ଥିବା ମାମଲା ଗୁଡିକର ଭାର କମିବା ସହ ଦ୍ରୁତ ଓ ନିରନ୍ତର ନ୍ୟାୟ ପ୍ରଦାନ ସୁନିଶ୍ଚିତ ହେବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande