କେନ୍ଦୁଝର, ୧ ଅଗଷ୍ଟ (ହି.ସ.) - ଆସନ୍ତା କାଲି ବଡ଼ବିଲ କଲେଜ ନିକଟରେ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଜଙ୍ଗଲ ବିଭାଗ ଦ୍ୱାରା ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବନ ମହୋତ୍ସବ ଓ ଜୈବ ବିବିଧତା ପାର୍କର ଶିଳାନ୍ୟାସ ହେବ। ଏଥିରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ, ସାଂସଦ, ବିଧାୟକ ଯୋଗ ଦେବେ ବୋଲି ଜଙ୍ଗଲ ବିଭାଗ ପକ୍ଷରୁ କୁହାଯାଇଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA