ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁର୍ଗାପୁର ବିମାନବନ୍ଦର ଅଭିମୁଖେ ଯାତ୍ରା , ଧାନବାଦରେ ଆଇଆଇଟି ସମାବର୍ତ୍ତନ ଉତ୍ସବରେ ଯୋଗଦେବେ
ରାଞ୍ଚି, ୦୧ ଅଗଷ୍ଟ (ହି.ସ.)- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ରାଜଭବନରୁ କଡ଼ା ସୁରକ୍ଷା ମଧ୍ୟରେ ହରମୁ ରୋଡ୍ ଦେଇ ରାଞ୍ଚିର ବିର୍ସା ମୁଣ୍ଡା ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରୁ ସେ ଏକ ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଦୁର୍ଗାପୁର ବିମାନବନ୍ଦର ଅଭି
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁର୍ଗାପୁର ବିମାନବନ୍ଦର ଅଭିମୁଖେ ଯାତ୍ରା , ଧାନବାଦରେ ଆଇଆଇଟି ସମାବର୍ତ୍ତନ ଉତ୍ସବରେ ଯୋଗଦେବେ


ରାଞ୍ଚି, ୦୧ ଅଗଷ୍ଟ (ହି.ସ.)- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ରାଜଭବନରୁ

କଡ଼ା ସୁରକ୍ଷା ମଧ୍ୟରେ ହରମୁ ରୋଡ୍ ଦେଇ ରାଞ୍ଚିର ବିର୍ସା ମୁଣ୍ଡା ବିମାନବନ୍ଦରରେ

ପହଞ୍ଚିଥିଲେ। ସେଠାରୁ ସେ ଏକ ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଦୁର୍ଗାପୁର

ବିମାନବନ୍ଦର ଅଭିମୁଖେ ଯାତ୍ରା କରିଥିଲେ।ରାଷ୍ଟ୍ରପତି ଦୁର୍ଗାପୁରରୁ ଧନବାଦ ଯିବେ ଯେଉଁଠାରେ ସେ

ଆଇଆଇଟି (ଆଇଏସଏମ) ର ସମାବର୍ତ୍ତନ

ଉତ୍ସବରେ ଅଂଶଗ୍ରହଣ କରିବା ନେଇ ଆଇଆଇଟିର ୧୦୦ ବର୍ଷ ପୂରଣ ଉପଲକ୍ଷେ ଏକ ଡାକ ଟିକେଟ ଜାରି କରିବେ। ସେ ୨୦ଟି ସ୍ୱର୍ଣ୍ଣ

ପଦକ ବିଜେତା ଛାତ୍ରଙ୍କୁ ପଦକ ଏବଂ ଡିଗ୍ରୀ ପ୍ରଦାନ କରିବେ। କାର୍ଯ୍ୟକ୍ରମରେ ରାଜ୍ୟପାଳ ସନ୍ତୋଷ

କୁମାର ଗଙ୍ଗୱାର ସମେତ କେନ୍ଦ୍ର ଶିକ୍ଷା

ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମେତ ଅନ୍ୟମାନେ ଉପସ୍ଥିତ ରହିବେ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande