ଜିଲ୍ଲା କାର୍ଯ୍ୟାଳୟ,ସୁବର୍ଣ୍ଣପୁର ଠାରେ ସମ୍ବଲପୁରୀ ଦିନ ଅବସରରେ ସମ୍ବଲପୁରୀ ପୋଷାକ ପରିଧାନ ସହିତ କର୍ମଚାରୀମାନଙ୍କ ଫଟୋ ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ସୁବର୍ଣ୍ଣପୁର, ୧ ଅଗଷ୍ଟ (ହି.ସ.) ଆଜି ସମ୍ବଲପୁରୀଆ ଦିନ ଅବସରରେ ସମ୍ବଲପୁରୀ ଭାଷା, ସାହିତ୍ୟ, ଖାଦ୍ୟ ଓ ପୋଷାକ ପରିଧାନର ପ୍ରୋତ୍ସାହନ ଉଦ୍ଧେଶ୍ୟରେ ସୁବର୍ଣ୍ଣପୁର ଜିଲ୍ଲା କାର୍ଯ୍ୟାଳୟ ପରିସରରେ ସମ୍ବଲପୁରୀ ପୋଷାକ ପରିଧାନ କୁ ଜିଲ୍ଲା ପ୍ରଶାସନ ତରଫ ରୁ ପ୍ରୋତ୍ସାହନ ର ପ୍ରୟାସ ସହିତ ସମସ୍ତ କର୍ମଚାରୀମ
ଜିଲ୍ଲା କାର୍ଯ୍ୟାଳୟ,ସୁବର୍ଣ୍ଣପୁର ଠାରେ ସମ୍ବଲପୁରୀ ଦିନ   ଅବସରରେ ସମ୍ବଲପୁରୀ ପୋଷାକ ପରିଧାନ ସହିତ  କର୍ମଚାରୀମାନଙ୍କ ଫଟୋ ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ।

ସୁବର୍ଣ୍ଣପୁର, ୧ ଅଗଷ୍ଟ (ହି.ସ.) ଆଜି ସମ୍ବଲପୁରୀଆ ଦିନ ଅବସରରେ ସମ୍ବଲପୁରୀ ଭାଷା, ସାହିତ୍ୟ, ଖାଦ୍ୟ ଓ ପୋଷାକ ପରିଧାନର ପ୍ରୋତ୍ସାହନ ଉଦ୍ଧେଶ୍ୟରେ ସୁବର୍ଣ୍ଣପୁର ଜିଲ୍ଲା କାର୍ଯ୍ୟାଳୟ ପରିସରରେ ସମ୍ବଲପୁରୀ ପୋଷାକ ପରିଧାନ କୁ ଜିଲ୍ଲା ପ୍ରଶାସନ ତରଫ ରୁ ପ୍ରୋତ୍ସାହନ ର ପ୍ରୟାସ ସହିତ ସମସ୍ତ କର୍ମଚାରୀମାନଙ୍କ ଫଟୋ ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲପାଳ, ଡ. ନୃପରାଜ ସାହୁ, ଅତିରିକ୍ତ ଜଲ୍ଲାପାଳ, ରାଜସ୍ୱ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ସାଧାରଣ, ଆଞଳିନା ପ୍ରଧାନ ଓ ଜିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ। ଆଜି ସମ୍ବଲପୁରୀ ଦିନରେ ସୁବର୍ଣ୍ଣପୁର ଜିଲ୍ଲା ର ସମସ୍ତ ଜିଲ୍ଲାସ୍ତରୀୟ, ଉପଖଣ୍ଡ ସ୍ତରୀୟ ବ୍ଲକ ସ୍ତରୀୟ ସମସ୍ତ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ସମ୍ବଲପୁରୀ ପୋଷାକ ପରିଧାନ କରି ଅଫିସ ଆସିଥିଲେ।

-------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

 rajesh pande