ସମ୍ବଲପୁରୀ ଦିନ୍ ର ଶୁଭେଚ୍ଛା ଜଣାଇଲେ ରବି ନାଏକ
ଭୁବନେଶ୍ୱର, 1 ଅଗଷ୍ଟ (ହି.ସ.)-ସମ୍ବଲପୁରୀ ଦିନ୍ ର ଶୁଭେଚ୍ଛା ଜଣାଇଛନ୍ତି ପଂଚାୟତିରାଜ ମନ୍ତ୍ରୀ ରବି ନାଏକ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ସମ୍ବଲପୁରୀ ଦିନ୍ ର ସମକୁ ମୋର ଗୁର୍ଦୁଟେ ଶୁଭେଚ୍ଛା ଆର୍ ଅଭିନନ୍ଦନ। ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦ
ସମ୍ବଲପୁରୀ ଦିନ୍ ର     ଶୁଭେଚ୍ଛା ଜଣାଇଲେ ରବି ନାଏକ


ଭୁବନେଶ୍ୱର, 1 ଅଗଷ୍ଟ (ହି.ସ.)-ସମ୍ବଲପୁରୀ ଦିନ୍ ର

ଶୁଭେଚ୍ଛା ଜଣାଇଛନ୍ତି ପଂଚାୟତିରାଜ ମନ୍ତ୍ରୀ ରବି ନାଏକ । ଏନେଇ ସୋସିଆଲ ମିଡିଆ ଏକ୍ସରେ

ମନ୍ତ୍ରୀ କହିଛନ୍ତି ଯେ, ସମ୍ବଲପୁରୀ ଦିନ୍ ର

ସମକୁ ମୋର ଗୁର୍ଦୁଟେ ଶୁଭେଚ୍ଛା ଆର୍ ଅଭିନନ୍ଦନ। ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାରଙ୍କର୍ ଜନମ୍

ଦିନ୍ ନେ ତାଙ୍କୁ ମୋର ଜୁହାର।

ଆସୁନ୍ ଆଏଜ୍ ଇ ଶୁଭ୍ ଦିନ୍ ନେ ଆମେ ସଭେଁ , ପିନ୍ଧମା, ଉଢ଼ମା

: ସମ୍ବଲପୁରୀ, କହେମା, ସୁନମା : ସମ୍ବଲପୁରୀ, ଖାଏମା, ପିଇମା : ସମ୍ବଲପୁରୀ, ନାଚମା, ଗାଏମା:

ସମ୍ବଲପୁରୀ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande