ସୁନା ଏବଂ ରୂପାର ମୂଲ୍ୟ ହ୍ରାସ
ନୂଆଦିଲ୍ଲୀ, ୧୩ ଅଗଷ୍ଟ (ହି.ସ.)- ଘରୋଇ ସୁନା ବଜାରରେ ଆଜି ସାମାନ୍ୟ ହ୍ରାସ ଦେଖାଯାଉଛି। ମୂଲ୍ୟ ହ୍ରାସ ଯୋଗୁଁ ଆଜି ଦେଶର ଅଧିକାଂଶ ସୁନା ବଜାରରେ ୨୪ କ୍ୟାରେଟ୍ ସୁନା ୧,୦୧,୩୯୦ ଟଙ୍କାରୁ ୧,୦୧,୫୪୦ ଟଙ୍କା ପ୍ରତି ୧୦ ଗ୍ରାମ ସ୍ତରରେ କାରବାର ହେଉଛି। ସେହିପରି, ୨୨ କ୍ୟାରେଟ୍ ସୁନା
ସୁନା ଏବଂ ରୂପାର ମୂଲ୍ୟ ହ୍ରାସ


ନୂଆଦିଲ୍ଲୀ, ୧୩ ଅଗଷ୍ଟ (ହି.ସ.)-

ଘରୋଇ ସୁନା ବଜାରରେ ଆଜି ସାମାନ୍ୟ ହ୍ରାସ ଦେଖାଯାଉଛି। ମୂଲ୍ୟ ହ୍ରାସ ଯୋଗୁଁ ଆଜି ଦେଶର ଅଧିକାଂଶ

ସୁନା ବଜାରରେ ୨୪ କ୍ୟାରେଟ୍ ସୁନା ୧,୦୧,୩୯୦ ଟଙ୍କାରୁ ୧,୦୧,୫୪୦ ଟଙ୍କା ପ୍ରତି ୧୦ ଗ୍ରାମ ସ୍ତରରେ କାରବାର ହେଉଛି। ସେହିପରି, ୨୨ କ୍ୟାରେଟ୍ ସୁନା ମଧ୍ୟ ଆଜି ୯୨,୯୪୦ ଟଙ୍କାରୁ ୯୩,୦୯୦ ଟଙ୍କା ପ୍ରତି

୧୦ ଗ୍ରାମ ମଧ୍ୟରେ ବିକ୍ରି ହେଉଛି। ରୂପାର ମୂଲ୍ୟ ହ୍ରାସ ଯୋଗୁଁଏହି ଚମକଦାର ଧାତୁ ଦିଲ୍ଲୀ

ସୁନା ବଜାରରେ ଆଜି ୧,୧୪,୯୦୦ ଟଙ୍କା ପ୍ରତି କିଲୋଗ୍ରାମ ସ୍ତରରେ ବିକ୍ରି ହେଉଛି। ଦିଲ୍ଲୀରେ

୨୪ କ୍ୟାରେଟ୍ ସୁନା ଆଜି ୧,୦୧,୫୪୦ ଟଙ୍କା ପ୍ରତି ୧୦ ଗ୍ରାମ ସ୍ତରରେ କାରବାର ହେଉଛି, ଯେତେବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୯୩,୦୯୦ ଟଙ୍କା ପ୍ରତି ୧୦ ଗ୍ରାମ ରେକର୍ଡ କରାଯାଇଛି। ଦେଶର ଆର୍ଥିକ

ରାଜଧାନୀ ମୁମ୍ବାଇରେ୨୪ କ୍ୟାରେଟ୍ ସୁନା

୧,୦୧,୩୯୦ ଟଙ୍କା ପ୍ରତି

୧୦ ଗ୍ରାମ ଏବଂ ୨୨ କ୍ୟାରେଟ୍ ସୁନା ୯୨,୯୪୦ ଟଙ୍କା ପ୍ରତି

୧୦ ଗ୍ରାମ ସ୍ତରରେ ବିକ୍ରି ହେଉଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande