କେନ୍ଦୁଝର, 1 ସେପ୍ଟେମ୍ବର (ହି.ସ.) କେନ୍ଦୁଝରରେ ୭୫ ତମ ନିଖୂଳ ଭାରତ ସ୍ବାୟତ ଶାସନ ଦିବସ ପାଳନ ଅବସରରେ କେନ୍ଦୁଝର ଜିଲ୍ଲାର ବରିଷ୍ଠ ଅବସରପ୍ରାପ୍ତ ସ୍ତ୍ରୀ ଓ ପ୍ରସୂତ ବିଶେଷଜ୍ଞ ଡ଼ାକ୍ତର ମଦନ ମୋହନ ମହାପାତ୍ରଙ୍କୁ ଜୀବନ ବ୍ୟାପୀ ସାଧନା ନିମ ନିମନ୍ତେ ପୌରପ୍ରଶାସନ ପକ୍ଷରୁ ସମ୍ବଦ୍ଧିତ କରାଯାଇଛି । ୧୯୭୫ ମସିହାରୁ ଡାକୁରୀ ସେବାରେ ପ୍ରବେଶ କରି ୧୯୯୧ ମସିହାରୁ ରୁ କେନ୍ଦୁଝର ଜନସାଧାରଣଙ୍କ ସେବାରେ ନିଜକୁ ସମର୍ପିତ ର୍ପିତ କରିଥିବା ଡ଼ାକ୍ତର ମହାପାତ୍ର ନିଜର ଚାକିରୀ କାଳ ସମାପ୍ତ ମଧ୍ଯ ଜନସେବାରେ ନିଯୋଜିତ ଅଛ ଅଛନ୍ତି । ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନାଗୁଡି ଗୁଡିକୁ ସଫଳ ରୂପାୟନ କରି ଅନେକଥର ଜିଲ୍ଲାକୁ ସ୍ଟାକୁ ରାଜ୍ୟସ୍ତରରେ ସମ୍ବର୍ଷିତ କରାଇପାରିଛନ୍ତି । ଜଣେ ସରଳ ନିର୍ଲୋଭୀ ଆଦୃତ ପରେ ଭାବେ ପରୋପକାରୀ ଡାକ୍ତର ଭାବେ ଘରେ ଘରେ ଆଦୃତ । ଡ଼ାକ୍ତର ମହାପାତ୍ରଙ୍କୁ ତେଲକୋଇ ବିଧାୟକ ଡାକୁର ଫକିର ମୋହନ ନାଏକ ,ପାଟଣା ବିଧାୟକ ଅଖୂଳ ଚନ୍ଦ୍ର ନାଏକ,ପୌରାଧ୍ଯକ୍ଷା ଶ୍ରୀମତୀ ନିକୁ ସାହୁ, ଉପାଧ୍ଯକ୍ଷ ବରଦା ପ୍ରସନ୍ନ ଦାସ ମାନପତ୍ର ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବଦ୍ଧିତ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA