୨୦୨୫ ର ନୂଆ ସିଡିପି ଆଣିବ ବିଡ଼ିଏ
ଭୁବନେଶ୍ୱର, 1 ସେପ୍ଟେମ୍ବର (ହି.ସ.) -୨୦୨୫ ର ନୂଆ ସିଡିପି ଆଣିବ ବିଡ଼ିଏ। ଏଥିପାଇଁ ୫୬୦ ଗାଁକୁ ସାମିଲ କରାଯାଇଛି। ୫୬୦ ଗାଁ କୁ ବାଦ୍ ଦେଲେ ଆହୁରି ୧୪୩ ଗାଁ କୁ ସାମିଲ କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଛି ବିଡ଼ିଏ। ଏହି କାମ 7 ପ୍ରୋସେସରେ ଅଛି। ଏବେ ୫୬୦ ଗାଁ
୨୦୨୫ ର ନୂଆ ସିଡିପି ଆଣିବ     ବିଡ଼ିଏ


ଭୁବନେଶ୍ୱର, 1 ସେପ୍ଟେମ୍ବର (ହି.ସ.)

-୨୦୨୫ ର ନୂଆ

ସିଡିପି ଆଣିବ ବିଡ଼ିଏ। ଏଥିପାଇଁ ୫୬୦ ଗାଁକୁ ସାମିଲ କରାଯାଇଛି। ୫୬୦ ଗାଁ କୁ ବାଦ୍ ଦେଲେ

ଆହୁରି ୧୪୩ ଗାଁ କୁ ସାମିଲ କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଛି ବିଡ଼ିଏ। ଏହି କାମ 7 ପ୍ରୋସେସରେ ଅଛି। ଏବେ ୫୬୦

ଗାଁ ୧୧୨୨ ଶହ ବର୍ଗ କିଲୋମିଟର ପର୍ଯ୍ୟନ୍ତ ରହିଛି । ୨୦୧୪ ସିଡିପିରେ ୨୬୦ ଗାଁ ଥିଲା ,୫୬୦ ଗାଁ ରେ ସର୍ଭେ କରିବା

ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି। ଯେଉଁ ସଂସ୍ଥା ନେବ ସିଏ ସର୍ଭେ କରିବେ। ଏବେ ଅନେକ ଗାଁରେ ଜନ

ଶୁଣାଣି ସରିଛି। ଆଉ କିଛି ବାକି ଅଛି। ସେଠାରେ ଆପତି ଶୁଣାଣି ହେବାର ଯୋଜନା ରହିଛି। ୨୦୧୪

ସିଡିପି ରେ ଥିବା ୨୬୦ ଗାଁର ଯୋଜନାକୁ ମୋଡ଼ିଫାଏ କରାଯାଉଛି ଯାହାଦ୍ବାରା ଅନେକ ସୁବିଧା ସୁଯୋଗ

କରାଯାଇପାରିବ ବୋଲି ବିଡିଏ ପକ୍ଷରୁ କୁହାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande