ଫୁଟବଲ ଖେଳିବା ପାଇଁ ଭୁବନେଶ୍ୱରରେ ତିଆରି ହେବ ୨୦ଟି ଫୁଟବଲ ପଡ଼ିଆ
ଭୁବନେଶ୍ୱର, 1 ସେପ୍ଟେମ୍ବର (ହି.ସ.)- ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ 43 ତମ ପ୍ରତିଷ୍ଠା ଦିବସରେ ଭୁବନେଶ୍ୱର ବାସିନ୍ଦଙ୍କୁ ଭେଟି। ଫୁଟବଲ ଖେଳିବା ପାଇଁ ଭୁବନେଶ୍ୱରରେ ତିଆରି ହେବ ୨୦ଟି ଫୁଟବଲ ପଡ଼ିଆ। କଳିଙ୍ଗ ବିହାର କେ ୯ ବିରେ ଥିବା ଏହିପରି ଏକ ପଡିଆରେ ଆଜି ଗୃହ ଓ ନଗର ଉ
ଫୁଟବଲ ଖେଳିବା ପାଇଁ     ଭୁବନେଶ୍ୱରରେ ତିଆରି ହେବ ୨୦ଟି ଫୁଟବଲ ପଡ଼ିଆ


ଭୁବନେଶ୍ୱର, 1 ସେପ୍ଟେମ୍ବର (ହି.ସ.)- ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ 43 ତମ ପ୍ରତିଷ୍ଠା

ଦିବସରେ ଭୁବନେଶ୍ୱର ବାସିନ୍ଦଙ୍କୁ ଭେଟି। ଫୁଟବଲ ଖେଳିବା ପାଇଁ ଭୁବନେଶ୍ୱରରେ ତିଆରି ହେବ ୨୦ଟି

ଫୁଟବଲ ପଡ଼ିଆ। କଳିଙ୍ଗ ବିହାର କେ ୯ ବିରେ ଥିବା ଏହିପରି ଏକ ପଡିଆରେ ଆଜି ଗୃହ ଓ ନଗର ଉନ୍ନୟନ

ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଉଦ୍ଘାଟନ କରିଛନ୍ତି। ମାସେ ଭିତରେ ଏହିଭଳି ୨୦ଟି ଖେଳ ପଡିଆ

ଉଦଘାଟନ ହେବ ବୋଲି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ। କଳିଙ୍ଗ ନଗରରେ ଉଦ୍ଘାଟନ ହୋଇଥିବା

ପଡିଆ ୫ କୋଟି ୫୦ ଲକ୍ଷ ଟଙ୍କା ବିନିମୟରେ ନିର୍ମାଣ ହୋଇଛି। ପାର୍କଟି 1.36 ଏକର ଓ ଖେଳପଡ଼ିଆ 2.30 ଏକର ଜାଗାରେ

ନିର୍ମାଣ ହୋଇଛି। ଖେଳ ପଡିଆ ଓ ପାର୍କ ଉଦଘାଟନ ପରେ ବୃକ୍ଷ ରୋପଣ କରିଥିଲେ ମନ୍ତ୍ରୀ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande