ଭୁବନେଶ୍ୱର, 12 ସେପ୍ଟେମ୍ବର (ହି.ସ.)- ଭୁବନେଶ୍ୱର
ମହାନଗର ନିଗମ ପକ୍ଷରୁ ଖାଦ୍ୟ ଯାଞ୍ଚ
କାର୍ଯ୍ୟକ୍ରମ ଜାରି ରହିଛି । ଗତକାଲି ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ତତ୍ତ୍ଵାବଧାନରେ ଏକ
ଟିମ୍ କିଟ୍, ଶୈଳଶ୍ରୀ ବିହାର ଅଞ୍ଚଳର ବିଭିନ୍ନ ଖାଦ୍ୟ ଦୋକାନ ଉପରେ ଚଢ଼ାଉ କରି ପ୍ରାୟ ୧୦ କେଜି ଖାଦ୍ୟ
ନଷ୍ଟ କରିବା ସହ ଅସ୍ଵାସ୍ଥ୍ୟକର ପରିବେଶରେ ଖାଦ୍ୟ ବିକ୍ରି କରୁଥିବା ବ୍ୟବସାୟୀଙ୍କୁ ନୋଟିସ
ଜାରି କରିଛି ବିଏମସି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା