ଭୁବନେଶ୍ୱର, 12 ସେପ୍ଟେମ୍ବର (ହି.ସ.)
- ଆଜିଠୁ ଆସ
ସ୍କୁଲ ଯିବା ଅଭିଯାନ ଆରମ୍ଭ ହୋଇଛି । ଆସନ୍ତା ସେପ୍ଟେମ୍ବର ୧୯ ତାରିଖ ମଧ୍ୟରେ ଯେକୌଣସି ଗୋଟିଏ ଦିନ
ସମସ୍ତ ବିଦ୍ୟାଳୟରେ ଆସ ସ୍କୁଲ ଯିବା ପଦଯାତ୍ରା ଆୟୋଜନ କରାଯିବ ।
ପୂର୍ବରୁ ଏ ନେଇ ବିଭାଗ କରିଥିଲା ଚିଠି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା