କ୍ୟାନ୍ସରକୁ ମୁକାବିଲା ପାଇଁ ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ
ଭୁବନେଶ୍ୱର, 13 ସେପ୍ଟେମ୍ବର (ହି.ସ.)- କ୍ୟାନ୍ସରକୁ ମୁକାବିଲା କରିବା ପାଇଁ ଅଣ୍ଟା ଭିଡ଼ିଲେ ରାଜ୍ୟ ସରକାର । ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଗୁରୁତ୍ତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଛି । ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା କରିଛନ୍ତି ସିଏସ । ସ୍ବାସ୍
କ୍ୟାନ୍ସରକୁ ମୁକାବିଲା ପାଇଁ     ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ


ଭୁବନେଶ୍ୱର, 13 ସେପ୍ଟେମ୍ବର (ହି.ସ.)- କ୍ୟାନ୍ସରକୁ

ମୁକାବିଲା କରିବା ପାଇଁ ଅଣ୍ଟା ଭିଡ଼ିଲେ ରାଜ୍ୟ ସରକାର । ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ

ଲୋକସେବା ଭବନରେ ଗୁରୁତ୍ତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଛି । ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା କରିଛନ୍ତି

ସିଏସ । ସ୍ବାସ୍ଥ୍ୟ ବିଭାଗର ସମସ୍ତ ବରିଷ୍ଠ ଅଧିକାରୀ ରାଜ୍ୟରେ ଥିବା କ୍ୟାନ୍ସର ସ୍ଥିତି ନେଇ ରିପୋର୍ଟ

ଦେଇଛନ୍ତି। ପାଇଲଟ ପ୍ରୋଜେକ୍ଟ ଭାବରେ ରାଜ୍ୟବ୍ୟାପୀ ସ୍ବାସ୍ଥ୍ୟ ବିଭାଗ କରିବ କାର୍ଯ୍ୟକ୍ରମ ।

ଟେଷ୍ଟଟିଙ୍ଗ, ଟ୍ରକିଂ ଓ ଲୋକଙ୍କୁ ସଚେତନ କରିବାକୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande